Browsing Tag

bhubaneswar news

କଡ଼ା ନିନ୍ଦା କଲେ ଅପରାଜିତା ପରୀ ହତ୍ୟା ଘଟଣାକୁ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ଅପହରଣ ଏବଂ ହତ୍ୟା ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି । ତୀବ୍ର ପ୍ରତିକ୍ରିୟା ରାଜ୍ୟର ସମ‌ସ୍ତ ମହଲରେ ଦେଖାଦେଇଛି ମଧ୍ୟ । ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟ୍ୱିଟ୍ କରି ଘଟଣାକୁ…
Read More...

ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ବିଧାନସଭା ଘେରାଓ

ଓଡିଶାର ୧୪୫୦୦ ପ୍ରାଥମିକ ବିଦ୍ୟାଳୟ, ୧୪ ବିଇଡି ମହାବିଦ୍ୟାଳୟ, ୩୦୦ କୃଷି ଭିତ୍ତିକ ଶିଳ୍ପ, ଶୀତଳ ଭଣ୍ଡାର, ଜଳସେଚନ ବନ୍ଦ ବିରୁଦ୍ଧରେ ବିଧାନସଭାରେ ବିକ୍ଷୋଭ ସହ ଘେରାଓଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାର ୧୪୫୦୦ ପ୍ରାଥମିକ ବିଦ୍ୟାଳୟ, ୧୪ ବିଇଡି ମହାବିଦ୍ୟାଳୟ, ୩୦୦ କୃଷି ଭିତ୍ତିକ…
Read More...

ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଆସୁଛନ୍ତି ଆଜି

ଭୁବନେଶ୍ୱର (ସୁଶା‌ନ୍ତ ସାହୁ) : ତିନିଦିନିଆ ଓଡ଼ିଶା ଗସ୍ତରେ ଆଜି ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାଗବତ । ଆଜି ସେ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ଜଣାପଡ଼ିଛି । କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆରଏସ୍ଏସର ଅଖିଳ ଭାରତୀୟ କାର୍ୟ୍ୟକାରୀ ମଣ୍ଡଳ…
Read More...

ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମବାର୍ଷିକୀ ଉତ୍ସବ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରସ୍ଥିତ ଆଦିବାସୀ ପଡ଼ିଆରେ ଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମବାର୍ଷିକୀ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମନ୍ତ୍ରୀ ଶ୍ରୀମତୀ ପଦ୍ମୀନି ଦିଆନ, ମନ୍ତ୍ରୀ ଜଗନ୍ନାଥ ସାରକା, ନବରଙ୍ଗପୁର ସାଂସଦ ରମେଶ ମାଝି, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି,…
Read More...

ସ୍କୁଲ ବନ୍ଦ ପ୍ରସଙ୍ଗରେ ଆତ୍ମହତ୍ୟା ଧମକ ଦେଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

ଭୁବନେଶ୍ୱର : ସାରା ରାଜ୍ୟରେ ସ୍କୁଲ ବନ୍ଦକୁ ନେଇ ତୁ‌ମ୍ବି ତୋଫାନ୍‌ ଦେଖା ଦେଇଥିବା ବେଳେ ସ୍କୁଲ ବନ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ ଦେଇଛନ୍ତି । ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ବିଧାନସଭାରେ ଆତ୍ମାହୁତି ଦେବି । ବେକ କାଟି ମରିବି ବୋଲି କଂଗ୍ରେସ…
Read More...

ଶ୍ୱଶୁର ଜ୍ୱାଇଁଙ୍କ ଭିତରେ ଛୁରା ମରାମରି : ଆହତ ଅବସ୍ଥାରେ ଦୁହେଁ ମେଡିକାଲରେ ଏଡ଼୍‌ମିଟ୍‌

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଏକ ଅଜବ୍‌ ଘଟଣା ଦେଖିବାକୁ ମିଳିଛି । ଶ୍ୱଶୁର ଜ୍ୱାଇଁ‌ଙ୍କ ଭିତରେ ଛୁରା ମରାମରି ହୋଇ ଏବେ ଆହତ ଅବସ୍ଥାରେ ଦୁହେଁ ମେଡିକାଲରେ ଏଡ଼୍‌ମିଟ୍‌ ଥିବା ଜଣାପଡ଼ିଛି । ଭୁବନେଶ୍ୱର ଷ୍ଟେସନ ବଜାର ଅଞ୍ଚଳରେ ଘଟିଛି ଏହି ଘଟଣା। ପାରିବାରିକ କଳହରୁ ଛୁରା ମରାମରି ଯାଏଁ…
Read More...

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ଆସନ୍ତା ଡିସେମ୍ବର ୧୬ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ପାଇଁ…

ଭୁବନେଶ୍ୱର : ଲକ୍‌ଡାଉନ ସମୟରେ ରାଜଧାନୀର ବହୁ ଚର୍ଚ୍ଚିତ ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମାଲାରେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ହାଇକୋର୍ଟରେ ହାଜର ହୋଇଥିଲେ ପୁଲିସ ଡିଜିପି ଅଭୟ । ମାମଲାରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଭର୍ତ୍ସନା କରିଛନ୍ତି କୋର୍ଟ । ତୁରନ୍ତ…
Read More...

ଶପଥ ନେଲେ ୨ ନବ ନିର୍ବାଚିତ ବିଧାୟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ବାଲେଶ୍ୱର ସଦରର ନବ ନିର୍ବାଚିତ ବିଧାୟକ ସ୍ୱରୂପ ଦାସ ଓ ତିର୍ତ୍ତୋଲର ନବ ନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ ବିଧାୟକ ଭାବେ ଶପଥ ଗ୍ରହଣ କରିଥିବା ପ୍ରାପ୍ତ ସୂଚନାରେ କୁହାଯାଇଛି । ତେବେ ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ…
Read More...

ପୋଲିସ କବ୍ଜାରେ କୁଖ୍ୟାତ ଲୁଟେରା ଲିଡର୍‌ : ୫୩ ସ୍ମାର୍ଟଫୋନ୍‌ ଜବତ

ଭୁବନେଶ୍ୱର: ପୋଲିସ କବ୍ଜାକୁ ଆସିଛି କୁଖ୍ୟାତ ଲୁଟେରା ଲିଡର୍‌ । କମିସନରେଟ୍‌ ପୁଲିସ୍‌ର କୁଇକ୍‌ ଆକ୍ସନ୍‌ ଟିମ୍‌ (କ୍ୟୁଏଟି) ଭୁବନେଶ୍ବରରୁ କୋଲକାତା ଯାଉଥିବା ଏକ ବସ୍‌ରେ ଚଢ଼ଉ କରି ଲୁଟେରା ଲିଡର୍‌ ପଶ୍ଚିମବଙ୍ଗର ମାଲ୍‌ଦାର ମହମ୍ମଦ ଅଖ୍‌ତର ହୁସେନ୍‌କୁ ଗିରଫ କରିଛି। ତା’ଠାରୁ ୫୩ଟି…
Read More...

ଡ୍ରାଇଭିଂ ଲାଇସେନ୍ସ ପ୍ରକ୍ରିୟା ଆରମ୍ଭ : ଅଧିକାଂଶ ଆବେଦନକାରୀଙ୍କୁ କମ୍ପ୍ୟୁଟର ବିଦ୍ୟା ଜଣାନାହିଁ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଖୁସିର କଥା ଯେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ସବୁଠାରୁ ବଡ଼ କଥା ହେଲା, ଅଧିକାଂଶ ଆବେଦନକାରୀଙ୍କୁ କଂପ୍ୟୁଟର ବିଦ୍ୟା ଜଣାନାହିଁ । ସୂଚନାଯୋଗ୍ୟ ଯେ, କୋଭିଡ୍‌ କଟକଣା ଯୋଗୁଁ ରାଜ୍ୟରେ ୨ ଲକ୍ଷ ଏଲଏଲ ଟେଷ୍ଟ ଆବେଦନ…
Read More...