ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମବାର୍ଷିକୀ ଉତ୍ସବ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରସ୍ଥିତ ଆଦିବାସୀ ପଡ଼ିଆରେ ଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମବାର୍ଷିକୀ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମନ୍ତ୍ରୀ ଶ୍ରୀମତୀ ପଦ୍ମୀନି ଦିଆନ, ମନ୍ତ୍ରୀ ଜଗନ୍ନାଥ ସାରକା, ନବରଙ୍ଗପୁର ସାଂସଦ ରମେଶ ମାଝି, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନି, ଝରିଗାଁ ବିଧାୟକ ପ୍ରକାଶ ମାଝି, କୋରାପୁଟ ବିଧାୟକ ରଘୁରାମ ପଡାଲ, କୃଷକ ସମ୍ବାଦର ସମ୍ପାଦକ ସମାଜସେବୀ ଭାସ୍କର ବେହେରା, ଜୟପୁର ବେତାର କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ଗୌର ଚନ୍ଦ୍ର ତ୍ରିପାଠୀ, ହୃଦୟ ରଞ୍ଜନ ଶତପଥୀ, ନୀଳମାଧବ ଦାଶ, ଶାବରୀ ସାସ୍କୃତିକ ସଂସଦର କର୍ମକର୍ତ୍ତା ମାନେ ଯୋଗଦେଇ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । କୋଭିଡ୍‌ କଟକଣାକୁ ଆଖିଆଗରେ କାର୍ଯ୍ୟକ୍ରମକୁ କାଣ୍ଟଛାଟ କରାଯାଇଥିଲା ।

Leave A Reply

Your email address will not be published.