ଶ୍ୱଶୁର ଜ୍ୱାଇଁଙ୍କ ଭିତରେ ଛୁରା ମରାମରି : ଆହତ ଅବସ୍ଥାରେ ଦୁହେଁ ମେଡିକାଲରେ ଏଡ଼୍‌ମିଟ୍‌

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଏକ ଅଜବ୍‌ ଘଟଣା ଦେଖିବାକୁ ମିଳିଛି । ଶ୍ୱଶୁର ଜ୍ୱାଇଁ‌ଙ୍କ ଭିତରେ ଛୁରା ମରାମରି ହୋଇ ଏବେ ଆହତ ଅବସ୍ଥାରେ ଦୁହେଁ ମେଡିକାଲରେ ଏଡ଼୍‌ମିଟ୍‌ ଥିବା ଜଣାପଡ଼ିଛି । ଭୁବନେଶ୍ୱର ଷ୍ଟେସନ ବଜାର ଅଞ୍ଚଳରେ ଘଟିଛି ଏହି ଘଟଣା। ପାରିବାରିକ କଳହରୁ ଛୁରା ମରାମରି ଯାଏଁ ପହଂଚିଛି ଘଟଣା ବୋଲି ଆଲୋଚନା ହେଉଛି । ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.