Browsing Tag

bhubaneswar news

ଆଶ୍ରମ କେଳେଙ୍କାରୀରେ ବହୁଚର୍ଚ୍ଚିତ ସୁର ବାବା ଚାଲିଗଲେ

ଭୁବନେଶ୍ୱର : ଆଶ୍ରମ କେଳେଙ୍କାରୀରେ ବହୁଚର୍ଚ୍ଚିତ ତଥା ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ୍‌ ସୁର ବାବାଙ୍କ ଦେହାନ୍ତ ଘଟିଛି । ଅସୁସ୍ଥତା ଯୋଗୁଁ ରାଜଧାନୀର ଏକ ଘୋରେଇ ହସ୍‌ପିଟାଲରେ ଚିକିତ୍ସତ ହେଉଥିବା ବେଳେ ଗତକାଲି ରାତିରେ ତାଙ୍କ ମୃତ୍ୟୁ ହୋଇଥିବା…
Read More...

ପୂର୍ଣ୍ଣ ସମର୍ଥନ କରିବ ରାଜ୍ୟ କଂଗ୍ରେସ ଡିସେମ୍ବର ୮ ଭାରତ ବନ୍ଦ ଡାକରାକୁ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ମୋଦୀ ନେତୃତ୍ୱାଧୀନ କେନ୍ଦ୍ରର ବିଜେପି ସରକାରଙ୍କ ଦ୍ୱାରା ପ୍ରଣୀତ ହୋଇଥିବା ୩ ଗୋଟି ନୂତନ କୃଷି ଆଇନ୍ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡିକ ଡିସେମ୍ବର ୮ ତାରିଖ ମଙ୍ଗଳବାର ଦିନ ଦେଇଥିବା ଭାରତ ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ…
Read More...

ଲୁଟେରାଙ୍କ କଳା କାରନାମା : ସୁନା ଦୋକନ ପଛପଟ କାନ୍ଥକୁ ଭାଙ୍ଗି ଲୁଟିନେଲେ ସୁନା, ରୂପା ଏବଂ ଟଙ୍କା, ସିସିଟିଭି…

ଜଗତପୁର : ସୁନା ଦୁକାନର ପଛପଟ କାନ୍ଥ ଭାଙ୍ଗି ଲୁଟେରାମାନେ ବୋହିନେଲେ ସୁନା, ରୂପା ଏବଂ ଟଙ୍କା ବେଲି ଖବର ମିଳଛି । ଏପରିକି ସେମାନେ ସିସିଟିଭି କ୍ୟାମେରାକୁ ବି ଛାଡ଼ି ନାହାନ୍ତି । ଜଗତପୁରର ଆଇବି ରୋଡରେ ଥିବା ବାସନ୍ତୀ ଦୁର୍ଗା ଜୁଏଲର୍ସ ଦୋକନର ପଛପଟ କାନ୍ଥକୁ ବିଲମ୍ବିତ ରାତିରେ…
Read More...

ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକୋ ସଂଶୋଧନ ପ୍ରକ୍ରିୟା

ଭୁବନେ‌ଶ୍ୱର : ୨୦୨୦ -୨୧ ମସହା ପାଇଁ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସାରା ରାଜ୍ୟରେ ଚାଲୁ ରହଛିି ଓ ଏଥି ନମେ‌ନ୍ତ ଭୋଟର ମାନଙ୍କର ଦାବି ଓ ଆପତ୍ତି ଗତ ନଭେ‌ମ୍ବର ୧୬ ତାରିଖରୁ ଆରମ୍ଭ ହୋଇ ଚଳତି ଡ଼ିସେ‌ମ୍ବର ୧୫ ତାରଖ ପର୍ୟ୍ୟ‌ନ୍ତ ଚାଲୁ ରହବ ବୋଲି ମୁଖ୍ୟ…
Read More...

ଜାଲିଆତି, ଠକେଇ, ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ବିଧାୟକ ପ୍ରଦୀପ ଜେଲ୍‌ ଗଲେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାବୀ ଜ୍ୱାଇଁ ଆକାଶ ପାଇଁ ଆଇନ ଜାଲରେ ଶେଷରେ ଛନ୍ଦି ହୋଇଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜାଲିଆତି, ଠକେଇ, ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଏବେ ସେ ଜେଲ୍‌ରେ । ଗତକାଲି ତାଙ୍କୁ କ୍ରାଇମ୍‌ ବ୍ରାଂଚ ଉଠେଇ ନେବା ପରେ ରାଜନୀତି ଜଗତରେ ନାନା…
Read More...

ସାମ୍ବାଦିକମାନଙ୍କୁ ଆର୍ଥିକ ସହାୟତା ଦାବୀ କଲା ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର କରୋନା ବିପତ୍ତି ସମୟରେ ବିଭିନ୍ନ ବର୍ଗର ଲୋକଙ୍କୁ ଆର୍ଥିକ ସହାୟତା ସହିତ ବିଭିନ୍ନ ସରକାରୀ ପ୍ରୋତ୍ସାହନ ପ୍ରଦାନ କରିଥିବା ବେଳେ ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ପ୍ରତି ଏ ଦିଗରେ ଦୃଷ୍ଟି ଦିଆଯାଇ ନଥିବାରୁ ଅଖିଳ ଭାରତ କ୍ଷୁଦ୍ର ଓ…
Read More...

ରାଜ୍ୟର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ‘ସଖା’ ତରଫରୁ ବିଶ୍ୱ ଏଡସ୍ ଦିବସ ପାଳିତ

ଭୁବନେଶ୍ୱର : ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ରାଜ୍ୟର ଅଗ୍ରଣୀ ସମାଜସେବା ଅନୁଷ୍ଠାନ 'ସଖା' ତରଫରୁ ଏଡସ୍ ଭଳି ଏକ ମାରତ୍ମକ ଭୂତାଣୁରୁ ରକ୍ଷା ପାଇବା ପାଇଁ ସଚେତନତାମୁଳକ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଏଡସ୍‌ରୁ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ସଚେତନତା…
Read More...

ସାବଧାନ : ମାସ୍କ ନ ପିନ୍ଧିଲେ ୨୫ ଫୁଟ୍‌ ଦୂର ଯାଇପାରେ ଛିଙ୍କ

ଭୁବନେଶ୍ୱର : ଛିଙ୍କିବା ବେଳେ ମାସ୍କ କାହିଁକି ଗୁରୁତ୍ୱପୂର୍ଣ୍ଣ ଓ ଏହା କେତେଦୂର ସଂକ୍ରମଣ ରୋକିବାରେ ସକ୍ଷମ, ତାହାକୁ ନେଇ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିବା ବେଳେ ଏହି ଅଧ୍ୟୟନରୁ ଜଣାପଡିଛି, ଖାଲି ମୁହଁରେ ଛିଙ୍କିଲେ ବା କାଶିଲେ ଛୋଟ ବୁନ୍ଦା ଏକ ସ୍ଥିର ପରିବେଶରେ…
Read More...

ରାଜ୍ୟର ସବୁ ରୁଟ୍‌ରେ ‘ମୋ ବସ୍’ ଆଜିଠୁ ଚାଲିବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜିଠୁ ରାଜ୍ୟର ସବୁ ରୁଟ୍‌ରେ ଚାଲିବ 'ମୋ ବସ୍' । କୋଭିଡ଼୍ ନିୟମ ପାଳନ କରି ସେବା ଆରମ୍ଭ ହେବ । କ୍ୟାପିଟାଲ ରିଜିଅନ୍‌ ଅରବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି । କିନ୍ତୁ କେବଳ ୨୯ନଂ ରୁଟ୍‌ରେ ବସ୍‌ ଗଡ଼ିବନି ବୋଲି ମଧ୍ୟ କୁହାଯାଇଛି । କେବଳ…
Read More...

ବିଜେଡ଼ିରୁ ବହିଷ୍କୃତ ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହୋଇଛ‌ନ୍ତି ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ଜନ ବିରୋଧୀ କାର୍ୟ୍ୟ ପାଇଁ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ତା‌ଙ୍କୁ ରବିବାର ବହିଷ୍କୃତ କରାଯାଇଥିବା ସୂଚନା ମିଳିଛି । ଏ ନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରେସ…
Read More...