ରାଜ୍ୟର ସବୁ ରୁଟ୍‌ରେ ‘ମୋ ବସ୍’ ଆଜିଠୁ ଚାଲିବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜିଠୁ ରାଜ୍ୟର ସବୁ ରୁଟ୍‌ରେ ଚାଲିବ ‘ମୋ ବସ୍’ । କୋଭିଡ଼୍ ନିୟମ ପାଳନ କରି ସେବା ଆରମ୍ଭ ହେବ । କ୍ୟାପିଟାଲ ରିଜିଅନ୍‌ ଅରବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି । କିନ୍ତୁ କେବଳ ୨୯ନଂ ରୁଟ୍‌ରେ ବସ୍‌ ଗଡ଼ିବନି ବୋଲି ମଧ୍ୟ କୁହାଯାଇଛି । କେବଳ ୨୯ନଂ ରୁଟକୁ ଛାଡ଼ି ବାକି ୨୨ଟି ରୁଟ୍‌ରେ ସମୁଦାୟ ୧୪୪ଟି ମୋ ବସ୍ ଧାର୍ୟ୍ୟ ସମୟରେ ଯାତାୟତ କରିବ ।

Leave A Reply

Your email address will not be published.