Browsing Tag

bhubaneswar news

ପ୍ରଦୀପ ପାଣିଗ୍ରାହୀଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ଗିରଫ

ଭୁବନେଶ୍ୱର : ପ୍ରଦୀପ ପାଣିଗ୍ରାହୀଙ୍କ ମୁଖ୍ୟ ସହଯୋଗୀକୁ ଗିରଫ କରିଛି କ୍ରାଇମ୍‌ ବ୍ରାଂଚ । ସୂଚନା ଯୋଗ୍ୟ ଯେ, ଟାଟା କମ୍ପାନୀରେ ଲୋକଙ୍କୁ ଚାକିରୀ ଦେବା ନାଁରେ ସର୍ବେଶ୍ୱର ରାଓ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥଲେ । ତାକୁ ନେଇ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ କରିବା ପରେ କ୍ରାଇମ…
Read More...

ଆସନ୍ତା ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଜେପିର ମହା ପଦଯାତ୍ରା ପରୀ ପାଇଁ

ଭୁବନେଶ୍ୱର : ଆସନ୍ତା ୨୦ରୁ ୨୪ ତାରିଖ ପର୍ୟ୍ୟନ୍ତ ବିଜେପିର ମହା ପଦଯାତ୍ରା ହେବ । ପରୀ ମୃତ୍ୟୁ ମାମଲାକୁ ଗୁରୁ‌ତ୍ୱର ସହ ନେଇଛି ବିଜେପି । ପରୀକୁ ନ୍ୟାୟ ନମିଳିବା ଯାଏଁ ବିଜେପିର ଲଢେଇ ଜାରି ରହିବ । ପରୀ ପାଇଁ ମହାପଦଯାତ୍ରା କରିବ ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଇଛି ।…
Read More...

ଅପରାଜିତା ଷଡ଼ଙ୍ଗୀଙ୍କ ଲୋକ ସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ୫ ନମ୍ବର ୱାର୍ଡର ବିଭିନ୍ନ ଅଞ୍ଚଳରେ ପଦଯାତ୍ରା କରି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଶୁଣି ଏହାର ସମଧାନ ପାଇଁ ପ୍ରୟାସ କରିଛ‌ନ୍ତି । ଏହି…
Read More...

ଜିରୋ ନାଇଟ୍‌ ସେଲିବ୍ରେଶନ୍‌କୁ ସରକାରଙ୍କ ନା

ଭୁବନେଶ୍ୱର : ନୂଆବର୍ଷ-୨୦୨୧ ପାଖେଇ ଆସୁଛି । ହେଲେ ରାଜ୍ୟରେ ଜିରୋ ନାଇଟ୍‌ ସେଲିବ୍ରେଶନକୁ ନା କରିଛ‌ନ୍ତି ରାଜ୍ୟ ସରକାର । ବର୍ତ୍ତମାନର କରୋନା ଗାଇଡ୍‌ଲାଇନ୍‌ ଅନୁସାରେ ୩୧ ରାତିରେ ଉତ୍ସବ ପାଳନକୁ ବାରଣ କରାଯାଇଛି । ନୂଆବର୍ଷ ପାଳନ ନେଇ କୌଣସି ଉତ୍ସବ ଆୟୋଜନ କରାଯାଇ ପାରିବନାହିଁ ବୋଲି…
Read More...

ଆଜି ରାଜ୍ୟରେ ୩୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୩୨ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୪୩ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ…
Read More...

ଭୁବନେଶ୍ୱରର ବିଭିନ୍ନ ବାର୍‌ ଉପରେ କମିଶନରେଟ୍ ପୁଲିସର ଅତର୍କିତ ଚଢାଉ; ସିଲ୍‌ ହେଲା ୪ ବାର୍‌

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଭୁବନେଶ୍ୱରର ବିଭିନ୍ନ ବାର୍‌ରେ ଶନିବାର ରାତିରେ କମିଶନରେଟ୍‌ ପୁଲିସ ପକ୍ଷରୁ ଅତର୍କିତ ଚଢଉ କରାଯାଇଥିବା ସୂଚନା ମିଳିଛି । ଚଢଉ ବେଳେ କଟକ ରୋଡରେ ଥିବା ସ୍ୱାଗତ ଓ ମହାନ୍ତି ବାର ଏବଂ ଖାରବେଳନଗର ଥାନା ଅଞ୍ଚଳରେ ଥିବା ଅଜିତ୍‌ ଓ ମେଡ୍‌ବୁଲ୍‌ ପବ୍‌କୁ…
Read More...

ଆକାଶଙ୍କୁ ଜେରା : ମିଳିନି ଖାସ୍ ତଥ୍ୟ

ଭୁବନେଶ୍ୱର : ଟାଟା ମୋଟର୍ସରେ ଚାକିରୀ ଦେବାକୁ କହି ସାରା ଦେଶରୁ କୋଟି କୋଟି ଟଙ୍କା ଠକିଥିବା ଆକାଶ ପାଠକଙ୍କୁ ଶୁକ୍ରବାର ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମ୍‌ବ୍ରାଞ୍ଚ । ପ୍ରଥମ ଦିନ ଜେରା ସମୟରେ ତାଙ୍କଠାରୁ ସେମିତି କିଛି ଖାସ୍‌ ତଥ୍ୟ ପାଇ ନାହିଁ କ୍ରାଇମ୍‌ବ୍ରାଞ୍ଚ । ଆସନ୍ତାକାଲି…
Read More...

ବନ୍ଦର ପ୍ରଭାବରେ ରେଳରୋକ : ପିକେଟିଂ କରି ଆନ୍ଦୋଳନକାରୀ କରୁଛନ୍ତି ଦୋକାନ ବଜାର ବନ୍ଦ, ଅଖଚକ ବି ବ‌ନ୍ଦ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବନ୍ଦର ପ୍ରଭାବରେ ରେଳରୋକ ଚାଲିଥିବା ବେଳେ ଭୁବନେଶ୍ୱର ରେଳ ଷ୍ଟେସନରେ ଅଖିଳ ଭାରତୀୟ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ସଂଗଠନର କର୍ମୀମାନେ ରେଳ ଧାରଣା ଉପରେ ରହି ବିରୋଧ ପ୍ରଦର୍ଶନ କରିବାରୁ କିଛି ସମୟ ପାଇଁ ରେଳ ଚଳାଚଳ ବନ୍ଦ ରହିଥିବା…
Read More...

ଜୋର୍‌ଦାର୍ ‘ଭାରତ ବନ୍ଦ’ : ମୋଦୀ ସରକାରଙ୍କ ନୂଆ କୃଷି ଆଇନକୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ

ଭୁବ‌ନେଶ୍ୱର, (ସୁଶା‌ନ୍ତ ସାହୁ) : ମୋଦୀ ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ ପ୍ରଦର୍ଶନ କରି ଆଜି କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ବନ୍ଦକୁ କଂଗ୍ରେସ, ଡିଏମ୍‌କେ, ଏନ୍‌ସିପି, ସମାଜବାଦୀ ପାର୍ଟି, ବାମଦଳ, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି, ଆସାମ ଗଣ…
Read More...

ପରୀ ହତ୍ୟା ଘଟଣା : ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବୀରେ ରାଜଭବନ ସମ୍ମୁଖରେ ବିଜେପିର ଧାରଣା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ନୟାଗଡ଼ ପରୀ ହତ୍ୟା ଘଟଣାର ତାତି କମୁନି ରାଜ୍ୟରେ । ଦିନକୁ ଦିନ ଆହୁରି ତୀବ୍ର ହେବାରେ ଲାଗିଛି । ଭାରତୀୟ ଜନତା ପାର୍ଟି(ବିଜେପିର) ଆନ୍ଦେଳନ ଆଜି ରାଜଭବନ ସମ୍ମୁଖରେ ଚାଲିଥିବା ବେଳେ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ରହି ଧାରଣା ଦେଇଥିବା ଦେଖିବାକୁ…
Read More...