ଚାକିରି ଦେବାକୁ କହି ଠକୁଥିଲେ, ବନ୍ଧା ହେଲେ ୩ ଯୁବକ
ଭୁବନେଶ୍ୱର : ରାଜ୍ୟରେ ବେକାରି ସଂଖ୍ୟା ବଢୁଥିବାରୁ ଯୁବକ-ଯୁବତୀମାନେ ଚାକିରି ପଛରେ ଗୋଡ଼ାଉଛନ୍ତି । ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରୁ ନଥିବା ଯୁବପିଢ଼ି ଚାକିରି ଲୋଭରେ ପଡ଼ି ଠକ ଓ ଦଲାଲଙ୍କ ହାବୁଡ଼ରେ ପଡୁଛନ୍ତି । ଏହି କାରଣରୁ ସେମାନଙ୍କ ମଧ୍ୟରୁ ଅନେକ ଆର୍ଥିକ!-->…
Read More...
Read More...