Browsing Category

ମନୋରଞ୍ଜନ

ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ମୁମ୍ବାଇ କୋର୍ଟରୁ ପାଇଲେ ଜାମିନ

ମୁମ୍ବାଇ : ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ ମୁମ୍ବାଇର ଏକ କୋର୍ଟରୁ ଜାମିନ ପାଇଛନ୍ତି । ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ ପ୍ରସଙ୍ଗରେ ଫିଲ୍ମ ଏବଂ ଟିଭି ଜଗତର ଅନେକ ସେଲିବ୍ରିଟିଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ପଚରା
Read More...

କମେଡିଆନ୍‌ ଯୋଡ଼ି ଏନସିବି ଜାଲରେ : ଗତକାଲି ଭାରତୀ, ଆଜି ତାଙ୍କ ସ୍ୱାମୀ ହର୍ଷ ହେଲେ ଗିରଫ

ମୁମ୍ବାଇ : ଡ଼୍ରଗସ ମାମଲାରେ ସିନେମା ଜଗତର ଅନେକ ଅଭିନେତା ଅଭିନେତ୍ରୀ ଛ‌ନ୍ଦି ହୋଇ ପଡ଼ିଛ‌ନ୍ତି । ଏହି କ୍ରମରେ କମେଡ଼ିଆନ୍ ଭାରତୀ ସିଂ ଗତକାଲି ଗିରଫ୍‌ ହୋଇଥିବା ବେଳେ ଆଜି ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଗିରଫ କରିଛି ଏନସିବି । ଏନସିବିର ଜୋନାଲ ଡ଼ାରେକ୍ଟର ଏ ସଂପର୍କରେ ସୁଚନା
Read More...

ଚିକି‌ତ୍ସା ପାଇଁ ଯାଇଥିଲେ, ପ୍ରେମରେ ପଡ଼ି ବିବାହ ବନ୍ଧନରେ ବା‌ନ୍ଧି ହେଇଗଲେ ପ୍ରଭୁ ଦେବା

ମୁମ୍ବାଇ : ଭାରତର ପ୍ରସି‌ଦ୍ଧ କୋରିଓଗ୍ରାଫର ପ୍ରଭୁ ଦେବା ଗୁପ୍ତ ଭାବେ ଦ୍ୱିତୀୟ ବିବାହ କରିଥିବା ଚର୍ଚ୍ଚା ହେଉଛି । କିଛି ଦିନ ତଳେ ସେ ତାଙ୍କ ଭାଣେଜୀଙ୍କୁ ଦ୍ୱିତୀୟ ବିବାହ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା । କିନ୍ତୁ ଅସଲ୍‌ରେ ବିହାରର ଜଣେ ଫିଜିଓଥେରାପିଷ୍ଟକୁ ଗତ ସେପ୍ଟେମ୍ବର
Read More...

ଦୀପିକାଙ୍କ ସିନେମାରେ କ‌ଣ୍ଠଦାନ କରିବେ ରାନୁ ମଣ୍ଡଳ

ମୁମ୍ବାଇ : ଦୀପିକାଙ୍କ ସିନେମାରେ କଣ୍ଠଦାନ କରିବେ ରାନୁ ମଣ୍ଡଳ । ବିଗତ ସମୟରେ ସୋସିଆଲ୍‌ ମିଡ଼ିଆରେ ବିଶେଷ ରୋନକ୍‌ ଜାହିର୍‌ କରିଥିବା ରାନୁ ମ‌ଣ୍ଡଳ ଅଭିନେତ୍ରୀ ଦୀପିକା ଚିଖଲିୟାଙ୍କ ସିନେମା 'ସରୋଜିନୀ'ର ସମସ୍ତ ଗୀତ ଗାଇବେ । ଅଭିନେତ୍ରୀ ଏଥିପାଇଁ ପ୍ରଶଂସକଙ୍କୁ ଶୁଭେ‌ଚ୍ଛା ଜଣାଇଛନ୍ତି
Read More...

ଅଭିଷେକ କହିଲେ, ଚଳିତ ବର୍ଷ ଦୀପାବଳି ପାର୍ଟି ଦେବେ ନାହିଁ ବିଗ୍ ବି

ମୁମ୍ବାଇ : ଦୀପାବଳିକୁ ଖୁବ୍ ଧୁମଧାମରେ ପାଳନ କରିଥାଆନ୍ତି ବଲିଉଡ୍ ସେଲିବ୍ରିଟିମାନେ । ବଲିଉଡ୍‌ର ସୁପର୍‌ ହିରୋ ବିଗ୍‌ ବି ଅମିତାଭ ବଚ୍ଚନ ଏକ ନିଆରା ଢଙ୍ଗରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରି ଭବ୍ୟ ପାର୍ଟିର ଆୟୋଜନ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ସେ ଏହି ପାର୍ଟି ଦେବେନାହିଁ
Read More...

ଡ୍ରଗ୍ସ ମାମଲା : ଚଳଚ୍ଚିତ୍ର ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଏନସିବି ଚଢ଼ଉ

ମୁ‌ମ୍ବାଇ : ବଲିଉଡର ଡ୍ରଗ୍ସ ସଂଯୋଗ ମାମଲାରେ ଏନସିବି ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢ଼ାଉ କରିଛି । ରେଡ୍‌ ମାରିବା ପାଇଁ ଏନସିବି ଅଧିକାରୀମାନେ ବାନ୍ଦ୍ରାସ୍ଥିତ ରାମପାଲଙ୍କ ମୁମ୍ବାଇ ଘରେ ପହଞ୍ଚିଛନ୍ତି । ଆଜି ସକାଳେ ଏନସିବି ଅଧିକାରୀ ଅର୍ଜୁନ ରାମପାଲଙ୍କ ଘରେ ପହଞ୍ଚିଥିଲେ ।
Read More...

ଅଶ୍ଳୀଳ ଫଟୋ ସୁଟ୍‌ ହେତୁ ଅଭିନେତ୍ରୀ ପୁନମ ପାଣ୍ଡେ ଗିରଫ୍‌

ମୁମ୍ବାଇ : ଅଶ୍ଳୀଳ ଫଟୋ ସୁଟ୍‌ ପାଇଁ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ପୁନମ ପାଣ୍ଡେ ଗିରଫ୍ । ସୂଚନା ଅନୁସାରେ କିଛି ଦିନ ତଳେ ଗୋଆ ସମୁଦ୍ର ବେଳାଭୂମିରେ ପୁନମ ଅଶ୍ଳୀଳ ଫଟୋ ସୁଟ୍ କରୁଥିବା ନେଇ ନଭେମ୍ବର ୩ ତାରିଖରେ ଗୋଆ ଫରୱାର୍ଡ ପାର୍ଟିର ମହିଳା ଶାଖା ପୁନମଙ୍କ ନାମରେ ଦକ୍ଷିଣ ଗୋଆର
Read More...

ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ

ମୁ‌ମ୍ବାଇ : ଜଣାଶୁଣା ସିନେମା ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ ଘଟିଛି । ସେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା । ପୂଜା ଭଟ୍ଟ ଫରାଜଙ୍କ ମୃତ୍ୟୁ ନେଇ ଟୁଇଟର୍‌ରେ ସୂଚନା ଦେଇଛନ୍ତି । ମେହେ‌ନ୍ଦି, ଫରେବ୍‌, ଦୁଲହନ୍‌ ବନୁ ମେ
Read More...

ହାରିଲା ଫୁସ୍‌ଫୁସ୍‌ କର୍କଟ ରୋଗ, ଜିତିଲେ ସଂଜୟ ଦତ୍ତ : ସୁସ୍ଥ ହେବା ପରେ ସେ ନିଜେ ଦେଲେ ସୂଚନା

ମୁମ୍ବାଇ : ଶେଷରେ ହାରିଲା ଫୁସ୍‌ଫୁସ୍‌ କର୍କଟ ରୋଗ । ବିଜୟୀ ହେଲେ ବଲିଉଡ଼୍‌ର ବୋବାଲ୍‌ ଅଭିନେତା ସଂଜୟ ଦତ୍ତ । ସୂଚନା ଅନୁସାରେ କିଛି ମାସ ତଳେ ସେ କର୍କଟ ରୋଗରେ ପୀଡ଼ିତ ହୋଇଥିବା ବେଳେ ନିଜର ଦୃଷ୍ଟ ଇଚ୍ଛା ଶକ୍ତି ବଳରେ ସଂଜୟ ଦତ୍ତ ମାତ୍‌ ଦେଇଛନ୍ତି କର୍କଟ ରୋଗକୁ । ଏ ସଂପର୍କରେ ସେ
Read More...

୭୮ ବର୍ଷରେ ବି କର୍ମ ତତ୍ପର ବିଗ୍‌ ବି ଅମିତାଭ ବଚ୍ଚନ

ମୁମ୍ବାଇ : ଆଜି ଅମିତାଭ ବଚ୍ଚନଙ୍କ ୭୮ତମ ଜନ୍ମଦିନ । ତାଙ୍କର ଏହି ବୟସରେ ବି ସେ କେତେ ସକ୍ରିୟ, କେତେ କର୍ମତତ୍ପର ଓ ସମର୍ପିତ, ଏହାର ଉଦାହରଣ କମ୍‌ ନାହିଁ । ଆଜି ବି ଯେଭଳି ଉତ୍ସାହ ଓ ସାମର୍ଥ୍ୟ ନେଇ ସେ ନିୟମିତ ଭାବେ ଘଂଟା ଘଂଟା ଧରି କାମ କରନ୍ତି, ତାହା ନିଶ୍ଚୟ ଦୁର୍ଲଭ ।
Read More...