ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ

ମୁ‌ମ୍ବାଇ : ଜଣାଶୁଣା ସିନେମା ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ ଘଟିଛି । ସେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା । ପୂଜା ଭଟ୍ଟ ଫରାଜଙ୍କ ମୃତ୍ୟୁ ନେଇ ଟୁଇଟର୍‌ରେ ସୂଚନା ଦେଇଛନ୍ତି । ମେହେ‌ନ୍ଦି, ଫରେବ୍‌, ଦୁଲହନ୍‌ ବନୁ ମେ ତେରୀ, ଚାନ୍ଦ ବୁଝ୍‌ ଗୟା ଆଦି ଫିଲ୍ମରେ ଅଭିନୟ କରିଥିଲେ ।

Leave A Reply

Your email address will not be published.