ଦୀପିକାଙ୍କ ସିନେମାରେ କ‌ଣ୍ଠଦାନ କରିବେ ରାନୁ ମଣ୍ଡଳ

ମୁମ୍ବାଇ : ଦୀପିକାଙ୍କ ସିନେମାରେ କଣ୍ଠଦାନ କରିବେ ରାନୁ ମଣ୍ଡଳ । ବିଗତ ସମୟରେ ସୋସିଆଲ୍‌ ମିଡ଼ିଆରେ ବିଶେଷ ରୋନକ୍‌ ଜାହିର୍‌ କରିଥିବା ରାନୁ ମ‌ଣ୍ଡଳ ଅଭିନେତ୍ରୀ ଦୀପିକା ଚିଖଲିୟାଙ୍କ ସିନେମା ‘ସରୋଜିନୀ’ର ସମସ୍ତ ଗୀତ ଗାଇବେ । ଅଭିନେତ୍ରୀ ଏଥିପାଇଁ ପ୍ରଶଂସକଙ୍କୁ ଶୁଭେ‌ଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.