oom

ରୋଜିତାଙ୍କୁ ସମ୍ବର୍ଦ୍ଧିତ କଲେ କଳିକେଶ ନାରାୟଣ ସିଂଦେଓ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସି ସି ଆର୍ ଟି ତରଫରୁ ୨୦୨୨-୨୩ ନୁତ୍ୟ ଯୁବ କଳାକାର ମେଧାବୃତ୍ତିରେ କୃତିତ୍ୱ ଅର୍ଜନ କରିଛନ୍ତି ଯୁବ କଳାକାର ରୋଜିତା ବାଗ । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଶୈଳଶ୍ରୀ ପେଲେସରେ ଠାରେ ବିଧାୟକ କଳିକେଶ ନାରାୟଣ ସିଂହଦଓଙ୍କ ଦ୍ଵାରା ଆଜି ଏକତା ଅନୁଷ୍ଠାନ ତରଫରୁ ରୋଜିତା ବାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

jittmm
Leave A Reply

Your email address will not be published.