ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଲଖମରା ଯୁବ ଆଇନ ଛାତ୍ର ଗୋଷ୍ଠୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଵରଗଡ ଜିଲ୍ଲାର ପଦ୍ମପୁର ବ୍ଲକର ଅନ୍ତର୍ଗତ ଲଖମରା ନୂତନ ବ୍ରିଜ ଠାରୁ ୩ କିମି ରାସ୍ତା ହେବ ଦେଵଦରା ଶୈବପୀଠ ଅଛି । ହେଲେ ଭଲ ରାସ୍ତାଟିଏ ନାହିଁ । ସେଇଥି ପାଇଁ ଯୁଵ ଆଇନ ଛାତ୍ର ଗୋଷ୍ଠୀ ଅତିରିକ୍ତ ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରିବାକୁ ଯାଇ ନିବେଦନ କରିଛନ୍ତି । ଯେ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡିରହିଛି । ପର୍ଯ୍ୟଟକ ମାନେ ଏହି ଗୋଟିଏ ମୁଖ୍ୟରାସ୍ତା ଉପରେ ଯିବାକୁ ହେଲେ ଏହି ରାସ୍ତାରେ ଗୋଟିଏ ମୁଖ୍ୟ ରାସ୍ତା । ପ୍ରତେକ ଦିନ ବହୁତ ଲୋକମାନେ ଓ ଗାଡି ଗୁଡା ଜାତାୟାତ କରନ୍ତି । ଶ୍ରାଵଣ ମାସରେ ଭକ୍ତ ମାନେ, ଶିବରାତ୍ରି ବହୁତ ଲୋକ ଭିଡ଼ହୋଇଥାନ୍ତି । ବର୍ତମାନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପ୍ରତେକ ପିଚୁ ପକ୍କା ରାସ୍ତାରେ ସଂଯୋଗ କରାଯାଇଛି । ରାସ୍ତା ପ୍ରତି କର୍ତୁପକ୍ଷଙ୍କର ଦୃଷ୍ଟି ଏଯାବତ ପଡିନାହିଁ,ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ତେଣୁ କରି ତଥା ଜଣେ ସମାଜସେବୀ ଆଶିଷ ଜ୍ୟୋତିଷ, ଆଇନ ଛାତ୍ର ଗୋଷ୍ଠୀ କ୍ଷେତ୍ର ଘନ କୂମ୍ୱର , ନିରୋଜ କୂମ୍ୱର, ପ୍ରେମ ରାଜ ଭୋଇ, ସଞ୍ଜିବ ଵାଗ ପ୍ରମୁଖ ।

Leave A Reply

Your email address will not be published.