‘ଓଡ଼ିଶା ଉତ୍ସବ’ ଅବସରରେ ଝୋଟି ପ୍ରତିଯୋଗିତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ‘ଓଡ଼ିଶା ଉତ୍ସବ’ ଅବସରରେ ବାଙ୍ଗାଲୋରଠାରେ ରହୁଥିବା ଇଚ୍ଛୁକ ମହିଳାମାନଙ୍କ ମଧ୍ୟରେ ମୁରୁଜ/ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ପ୍ରତିଯୋଗିତାରେ ଭାଗନେବା ପାଇଁ ଦିଆଯାଇଥିବା ଲିଙ୍କକୁ କ୍ଲିକ କରନ୍ତୁ : https://forms.gle/bv1cTygkK2T68Axd7
ଆବେଦନ ପତ୍ର ଗ୍ରହଣର ଶେଷ ତାରିଖ ୧୪/୧୦/୨୨କୁ ବୃଦ୍ଧି କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!