ଜୁନିଅର ରେଡ୍କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ଜୁନିଅର ରେଡ୍କ୍ରସ ଡୁଙ୍ଗୁରିପାଲି ବ୍ଲକ ଓ ସାହିତ୍ୟ ଓ ସାଂସ୍କୃତିକ ସଂସଦ ତରଫରୁ ସାହିତ୍ୟ ଓ ସାଂସ୍କୃତିକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେତୁ ପଥଚାରୀ, ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ସାପ୍ତାହିକ ବଜାର ରାସ୍ତାରେ ଜଳଛତ୍ର କରାଯାଇଥିଲା । ଏଥିରେ ଗୋଷ୍ଠୀ!-->…
Read More...
Read More...