ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଆବାସ ଘର ଛାତ ଉପରେ ରଡ଼ କାମ କରୁଥିବା ବେଳେ ହାତରେ ଧରିଥିବା ଲୁହା ରଡ଼ ହଟାତ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମୃତକ ହେଲେ ଲକ୍ଷ୍ମଣ ମାଝୀ(୩୦) ବୋଲି ଜଣାପଡ଼ିଛି । ଏହି ଅଘଟଣ!-->…
Read More...
Read More...