Daily Archives

ନୂଆପଡାରେ ଛତିଶଗଡ଼ରୁ ଓଡ଼ିଶାକୁ ଅବୈଧ ଧାନ ଚାଲାଣ ବେଳେ ୩୩ କ୍ୱିଣ୍ଟାଲ ଧାନ ଜବତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲାରେ ଅବୈଧ ଧାନ ଚାଲାଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସୀମାନ୍ତ ଅଞ୍ଚଳଗୁଡ଼ିକରେ କଡ଼ା ଯାଞ୍ଚ ଜାରିରହିଛି । ଏହି ପରିପ୍ରେକ୍ଷୀରେ ଯୋଗାଣ ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଓଡ଼ିଶା-ଛତିଶଗଡ଼ ସୀମାର ଖୋଲନା ଚେକପୋଷ୍ଟ ନିକଟ ଧରମବନ୍ଧା
Read More...

ଘୁନସରରେ କୁମ୍ଭକାର ସମାଜର ବାର୍ଷିକ ସମ୍ମିଳନୀ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଗାଁର ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଧନଞ୍ଜୟ ରଣା ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଯୋଗଦେଇ ସମାଜର ଉନ୍ନତି
Read More...

ବଲାଙ୍ଗିର ପାୟୋନୀଅର ଚାମ୍ପିୟନ୍ ଲିଗ୍ ୧୨ ବର୍ଷରୁ କମ୍‌ ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ସ୍ଥାନୀୟ ମିଶନ ପଡ଼ିଆରେ ଗତ ମେ ମାସ ୧୭ ତାରିଖରୁ ଆରମ୍ଭ ହୋଇଥିବା ପାୟୋନିଅର ୧୨ ବର୍ଷରୁ କମ୍ ବୟସର ଜୁନିଅର୍ ଡ୍ୟୁସ ବଲ୍‌ ଟି ଟ୍ୱେଣ୍ଟି କ୍ରିକେଟ୍ ଲିଗ୍ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ବଲାଙ୍ଗିରର ୫ଟି ଦଳ ଅଂଶ ଗ୍ରହଣ କରିଥିଲେ । ଲିଗ
Read More...

ଜାତୀୟ ଭ୍ରାତୃ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଚଳିତ ବର୍ଷ ମେ ୨୪ରେ "ଭ୍ରାତୃ ଦିବସ" ପାଳନ କରାଯାଉଛି । ଭାଇମାନଙ୍କ ପ୍ରତି ତୁମର ଶ୍ରଦ୍ଧା, ସ୍ନେହ, ପ୍ରେମ ଦେଖାଇବା ପାଇଁ ଏହି ଦିନଟି ହେଉଛି ସର୍ବୋତ୍ତମ ସୁଯୋଗ । ପାରିବାରିକ ବନ୍ଧନର ମହତ୍ତ୍ୱ ଏବଂ ଭାଇଭଉଣୀମାନେ ଆମ ଜୀବନରେ ଯେଉଁ ଭୂମିକା
Read More...