Daily Archives

କନ୍ଧମାଳ ଜିଲ୍ଲାର ଗଣଶିକ୍ଷା ବିଭାଗରେ ବ୍ୟାପକ ବଦଳି ଆଦେଶ ଜାରି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଓ ମୁଖ୍ୟ ଶିକ୍ଷକ ସ୍ତରର ଅଧିକାରୀ ମାନଙ୍କର ବ୍ୟାପକ ବଦଳି ଆଦେଶ ଜାରି କରାଯାଇଛି । ବିଭାଗର ନୋଟିଫିକେଶନ ନମ୍ବର ୧୩୨୩୮/ଏସ୍‌ଏମ୍‌ଇ,…
Read More...

ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୩୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବା ଏସ୍‌ଆଇଆର୍ ସୁଚାରୁ ରୂପରେ ସଂପାଦନ ପରିପ୍ରେକ୍ଷୀରେ ବୁଥ୍‌ ସ୍ତରୀୟ ଅଧିକାରୀ (ବିଏଲଓ) ଓ ବିଏଲଓ ସୁପରଭାଇଜରମାନଙ୍କର ଦୁଇ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…
Read More...

କାଂସଡା ଭାୟା ଢେଙ୍କିମୁଣ୍ଡା ରାସ୍ତା ପ୍ରତି ପ୍ରଶାସନର ଦୃଷ୍ଟି ଦାବି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାଂସଡା ପଞ୍ଚାୟତ ଅନ୍ତର୍ଗତ ଆର୍‌ଡି ରାସ୍ତାରୁ କାଂସଡା ଭାୟା ଢେଙ୍କିମୁଣ୍ଡା ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରାସ୍ତା ଦୀର୍ଘଦିନ ଧରି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । ଏହି ରାସ୍ତା ଉପରେ କାଂସଡା ଓ ଢେଙ୍କିମୁଣ୍ଡା…
Read More...

ଗୋକୁଳଧାମ ବାସୀଙ୍କ ସମସ୍ୟା ଶୁଣିଲେ ନରସିଂହ

ଦୁର୍ଘଟଣା ଏଡାଇବା ପାଇଁ ବ୍ୟାରିକେଟ ବ୍ୟବସ୍ଥା, ଡ୍ରେନରେ ଢାଙ୍କୁଣି ଓ ରାସ୍ତା ନିର୍ମାଣ ପାଇଁ ଦାବି ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗିରର ୱାର୍ଡ ନଂ.୯ ସ୍ଥିତ ଗୋକୁଳଧାମ ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣିଛନ୍ତି । ବିଶେଷ କରି ସମ୍ବଲପୁର…
Read More...

ଲୋଇସିଂହା ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି ତାଲିମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ବ୍ଲକ୍ ଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିରର ଆୟୋଜନ କ୍ରମେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଏକ…
Read More...

ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଲୋଇସିଂହା ବ୍ଲକ ସ୍ତରୀୟ କେମ୍ପ କୋର୍ଟ ୨୦୨୬ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ବ୍ଲକର ଆଇସିଡିଏସ୍‌ର ସମ୍ମିଳନୀ କକ୍ଷ ଠାରେ ବ୍ଲକ ସ୍ତରୀୟ କେମ୍ପ କୋର୍ଟ ୨୦୨୬ ଅନୁଷ୍ଠିତ ହୋଇଯାଇଛି । ୨୦୨୫ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ଦ୍ୱାରା ଓରଫାନ୍ ସର୍ଭେ ଅନୁସାରେ ପିତୃ-ମାତୃ ହୀନ ଶିଶୁ…
Read More...

ମାମଲା ରୁଜୁ ନ ହେଲେ ଥାନା ଘେରାଉ

ବରଗଡ, (ମୁନ୍ନା ସାହୁ) : ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଗେଟ୍‌ ନିର୍ମାଣ ଦୁର୍ନୀତିରେ ସାମିଲ ଥିବା ଅଧିକାରୀ ଓ ଠିକାଦାରଙ୍କ ନାମରେ ଗତକାଲି ଏତଲା ଦେଇଥିଲା ବିଜେଡି । କିନ୍ତୁ ଆଜି ଅଭିଯୋଗ ପତ୍ର ରେଜିଷ୍ଟର କରାଯାଇ ନଥିବା ଘଟଣାକୁ ନେଇ ଟାଉନ ଥାନାର ଦ୍ୱାରସ୍ଥ ହେଲେ ବିଜେଡିର ଏକ ଦଳ ।…
Read More...

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ଭିଜିଲାନ୍ସ ତଦନ୍ତ ଦାବୀ କଲା ଆମ୍ ଆଦମୀ ପାର୍ଟି

ବରଗଡ, (ମୁନ୍ନା ସାହୁ) : ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ଭିଜିଲାନ୍ସ ତଦନ୍ତ ଦାବୀ କଲା ଆମ୍ ଆଦମୀ ପାର୍ଟି । ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ସମ୍ବଲପୁରଙ୍କ ଉଦେଶ୍ୟରେ ଅଭିଯୋଗ ପତ୍ର ସମ୍ମିଳିତ କରି ବରଗଡ ଉପ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରିଛି ଆପ୍ । ସେହିପରି ପୂର୍ତ୍ତ ବିଭାଗ…
Read More...

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ବାଇକ ଆରୋହୀ ମୃତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସଲାଗୁଡ଼ା ପଞ୍ଚାୟତର କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବସ ଓ ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତ ବାଇକ ଚାଳକ କୁଡକେଲକିଆ ଗାଁର…
Read More...

ପ୍ରଶାସନର ମଣ୍ଡି ଯନ୍ତ୍ରଣା : ମଣ୍ଡି ଖୋଲୁଛି ହେଲେ ମିଲରଙ୍କ ଦେଖାନାହିଁ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଜିଲ୍ଳା ପ୍ରଶାସନ ମେ ୨୦ତାରିଖ ଠାରୁ କଳାହାଣ୍ଡି ଜିଲ୍ଲାର ମଣ୍ଡି ଗୁଡ଼ିକ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବାବେଳେ ଗତ ଦୁଇଦିନ ହେବ ମଣ୍ଡି ଗୁଡ଼ିକ ଖୋଲିବାରେ ଲାଗିଛି । କେତେକ ସ୍ଥାନରେ କେବଳ ପୂଜା ଆରାଧନା କରି ମଣ୍ଡି ଉଦ୍‌ଘାଟନ କରୁଥିବା ବେଳେ…
Read More...