‘ଜନ ଆକ୍ରୋଶ ମହିଳା ସମାବେଶ ଓ ଶୋଭାଯାତ୍ରା’ ଅନୁଷ୍ଠିତ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଇଁନ୍ତଳା ଓ କୁସମେଲ ମଣ୍ଡଳ ଠାରେ ମଣ୍ଡଳ ସ୍ତରୀୟ 'ଜନ ଆକ୍ରୋଶ ମହିଳା ସମାବେଶ ଓ ଶୋଭାଯାତ୍ରା' ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ସ୍ଥାନୀୟ ଅଞ୍ଚଳର ମା'ମାନେ ଉପସ୍ଥିତ ରହି 'ନାରୀ ଶକ୍ତି ବନ୍ଦନ ଅଧିନିୟମକୁ!-->…
Read More...
Read More...