Daily Archives

ପ୍ରଧାନମନ୍ତ୍ରୀଙ୍କ ସହ ୩୫ ବର୍ଷର ଅଭିଜ୍ଞତା ଆଧାରରେ ‘ଅପନାପନ’ ପୁସ୍ତକ ରଚନା କଲେ ଶିବରାଜ ସିଂହ ଚୌହାନ

ମଇ ୨୬ରେ ‘ଅପନାପନ’ ପୁସ୍ତକର ଲୋକାର୍ପଣ କରିବେ ଏମ୍. ଭେଙ୍କୟା ନାଇଡୁ ଓ ଏଚ୍.ଡି. ଦେବେଗୌଡା‘ଅପନାପନ’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ, ବ୍ୟକ୍ତିତ୍ୱ ଓ ରାଷ୍ଟ୍ରଗଠନ ପ୍ରତି ସମର୍ପଣର ଅନ୍ତରଙ୍ଗ ଝଲକଏକତା ଯାତ୍ରାରୁ ଆଜି ପର୍ଯ୍ୟନ୍ତ: ‘ଅପନାପନ’ରେ ନରେନ୍ଦ୍ର ମୋଦୀଙ୍କ ସହ ନିଜ
Read More...

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ରୁଷର ବୈଦେଶିକ ମନ୍ତ୍ରୀ

ଦ୍ୱିପାକ୍ଷିକ ସହଯୋଗର ପ୍ରଗତି ନେଇ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ ଲାଭରୋଭୟୁକ୍ରେନ ଓ ପଶ୍ଚିମ ଏସିଆ ପରିସ୍ଥିତି ସହ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଲାଭରୋଭ ଓ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାପ୍ରଧାନମନ୍ତ୍ରୀ ଆଲୋଚନା ଏବଂ କୂଟନୀତି ସପକ୍ଷରେ ଭାରତର ନିରନ୍ତର ଦୃଷ୍ଟିକୋଣକୁ
Read More...

ହର୍ମୁଜ ପାର କଲା ୨ ଭାରତୀୟ ଏଲପିଜି ବୋଝେଇ ଜାହାଜ, ୨ ମାସ ଭିତରେ ୭ ଲକ୍ଷ ପିଏନଜି ସଂଯୋଗ ପ୍ରଦାନ

• ଗତ ୩ ଦିନ ମଧ୍ୟରେ ପ୍ରାୟ ୧.୪୦ କୋଟି ଏଲପିଜି ସିଲିଣ୍ଡର ବୁକିଂ ହୋଇଥିବା ବେଳେ ପ୍ରାୟ ୧.୩୯ କୋଟି ଏଲପିଜି ସିଲିଣ୍ଡର ବିତରଣ କରାଯାଇଛି।• ୩ ଏପ୍ରିଲ ୨୦୨୬ ରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ୫ କେଜି ବିଶିଷ୍ଟ ଏଫଟିଏଲ ସିଲିଣ୍ଡର ପାଇଁ ୧୧,୮୭୦ ରୁ ଅଧିକ ସଚେତନତା ଶିବିର ଆୟୋଜନ
Read More...

ଓଡ଼ିଶା ସମେତ ୧୬ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଂଚଳରେ ଅନୁଷ୍ଠିତ ହେବ ୩ୟ ପର୍ଯ୍ୟାୟ ସ୍ବତନ୍ତ୍ର ସଘନ ସଂଶୋଧନ…

ନୂଆଦିଲ୍ଲୀ, (ପିଆଇବି) : ଭାରତର ନିର୍ବାଚନ ଆୟୋଗ ୧୬ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନଗଣନା ପାଇଁ ଚାଲିଥିବା ଗୃହ-ତାଲିକାକରଣ କାର୍ଯ୍ୟରେ ନିୟୋଜିତ ସାଧାରଣ କର୍ମଚାରୀଙ୍କୁ ବିଚାରକୁ ନେଇ
Read More...