Daily Archives

ପାଇକମାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଜୟଦେବ ପ୍ରଧାନଙ୍କ ସଭାପତିତ୍ୱରେ ବାର୍ଷିକ ପରୀକ୍ଷାରେ ୬୦%ରୁ ଉର୍ଦ୍ଧ୍ୱ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଅଧ୍ୟାପିକା ସବିତା ଭୋଇ ଅତିଥି ପରିଚୟ ଓ…
Read More...

ଦୀପକ ମୁଦୁଲିଙ୍କ ଆୟୋଜିତ ଠାକୁରାଣୀ ଯାତ୍ରା ବେଶ୍ ଉତ୍ସବ ମୁଖର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମାଜସେବୀ ଦୀପକ ମୁଦୁଲିଙ୍କ ଦ୍ଵାରା ଆୟୋଜିତ ଠାକୁରାଣୀ ଯାତ୍ରାର ୨୪ ତାରିଖ ସନ୍ଧ୍ୟାର ଘଟଯାତ୍ରା ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାହାରିଥିଲା । ବିବିଧ ପ୍ରଦର୍ଶନର ପଟୁଆର, ମେଢ଼ ନୃତ୍ୟ, ନବଦୁର୍ଗା, ବାଡ଼ି ନାଚ, ମଲ୍ଲଯୁଦ୍ଧ, ଶିଙ୍ଗବାଦ୍ୟ, ଆନ୍ଧ୍ର…
Read More...

ସୁଶୀଲ ମିଶ୍ର ଏବଂ ଅଚ୍ୟୁତ ପୁରୋହିତଙ୍କୁ ଝାଏଁରେ ସମ୍ମାନ

ସମ୍ବଲପୁର, (କେପିଏନ୍‌ଏସ୍‌) : ବ୍ୟଙ୍ଗ ହେଉଛି ଅନ୍ଧାରକୁ ଭେଦ କରିବାର ଏକ ଆଲୋକିତ ତୀର । ଆମେ ହସୁଛୁ କାରଣ ଆମେ ଭାବୁ‌ଛୁ, ଆମେ ବ୍ୟଙ୍ଗ କରୁଛୁ କାରଣ ଆମେ ପରିବର୍ତ୍ତନ ଚାହୁଁଛୁ । ତେବେ ନିଜ ପ୍ରତି ବ୍ୟଙ୍ଗ କରିପାରିଲେ ଜଣେ ସଫଳ ବ୍ୟଙ୍ଗକାର ହୋଇପାରିବୁ । ରଚନା ଶୈଳୀ, ଶବ୍ଦ…
Read More...

ବିପ୍ର ଫାଉଣ୍ଡେସନ ଓ ବିପ୍ର ମହିଳା ପ୍ରକୋଷ୍ଠ ଟିଟିଲାଗଡ଼ ଶାଖାର ଏକ ସଂଯୁକ୍ତ ସାଧାରଣ ସଭା ଓ ପଦଭାର ଗ୍ରହଣ ସମାରୋହ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ସନ୍ଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ବିପ୍ର ଫାଉଣ୍ଡେସନର ସଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଅତ୍ୟନ୍ତ କମ୍‌ ସମୟର ସୂଚନା ସତ୍ତ୍ୱେ ମଧ୍ୟ ସମାଜର ବନ୍ଧୁମାନଙ୍କର ବହୁ ସଂଖ୍ୟକ ଉପସ୍ଥିତି ଦେଖିବାକୁ…
Read More...

ବଲାଙ୍ଗିର ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ପରିଚୟ ପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ପକ୍ଷରୁ ସ୍ଥାନୀୟ ଟାଉନ ଥାନା ଠାରେ ବରିଷ୍ଠ ନାଗରିକଙ୍କ ପରିଚୟ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଖୋଦ୍ ବଲାଙ୍ଗିର ଏସପି ଅଭିଳାଷ ଜି ଯୋଗଦେଇ ଏହି ପରିଚୟ ପତ୍ର ବରିଷ୍ଠ ନାଗରିକମାନଙ୍କୁ ବଣ୍ଟନ କରିଥିଲେ । ଏହି କାର୍ଡ ଦ୍ୱାରା…
Read More...

ସୁବର୍ଣ୍ଣରେଖା ଆନୁକୂଲ୍ୟରେ ଦହିପଣା ବଣ୍ଟନ ଓ ଅଂଶୁଘାତ ସଚେତନତା ଶିବିର ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ "ସୁବର୍ଣ୍ଣରେଖା" ତରଫରୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଛେଣ୍ଡ ସାପ୍ତାହିକ ପରିବା ହାଟରେ ସାଧାରଣ ଜନତା ତଥା ପଥଚାରୀ ମାନଙ୍କୁ ସୁସ୍ଵାଦୁ, ରୁଚିକର, ଶୀତଳ ଦହିପଣା ବଣ୍ଟନର ବ୍ୟବସ୍ଥା କରାଯାଇଥିଲା । ତତ୍…
Read More...

“ମହିଳା ସଶକ୍ତିକରଣ ଦିଗରେ ସ୍କୁଲ ଶିକ୍ଷକଙ୍କ ଡିଜିଟାଲ୍ ସାକ୍ଷରତା ବୃଦ୍ଧି” କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ସଶକ୍ତିକରଣ ଦିଗରେ ସ୍କୁଲ ଶିକ୍ଷକଙ୍କ ଡିଜିଟାଲ ସାକ୍ଷରତା ବୃଦ୍ଧି ଶୀର୍ଷକ ଏକ ପାଞ୍ଚ ଦିନିଆ କର୍ମଶାଳା ୨୫ ମଇ ୨୦୨୬ରୁ ଜାତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ରାଉରକେଲାର କମ୍ପ୍ୟୁଟର ବିଜ୍ଞାନ ଏବଂ ଇଞ୍ଜିନିୟରିଂ ବିଭାଗରେ ଉଦ୍‌ଘାଟିତ ହୋଇଯାଇଛି ।…
Read More...

ହେମଗିର ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ହେମଗିର ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତ ପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର…
Read More...

ବିଜେପିର ସାଂଗଠାନିକ ସଭା ସହ ମିଶ୍ରଣ ଓ ସମ୍ବର୍ଦ୍ଧନା ସଭା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗୀତା ଭବନ ପରିସରରେ ଭାରତୀୟ ଜନତା ପାର୍ଟିର ଏକ ସାଂଗଠନିକ ସଭା ସହ ମିଶ୍ରଣ ପର୍ବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭରେ ଜିଲ୍ଲା ତଥା ରାଜ୍ୟ ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସମେତ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ…
Read More...

ୟୁନିଟେକ ଏବଂ ୱାଇଏମ୍‌ଏଫ୍‌ଆଇ ପକ୍ଷରୁ ଏକାଡେମିକ ଏକ୍ସିଲେନ୍ସ ଆୱାର୍ଡ – ୨୦୨୬ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁନିଟେକ ଗ୍ରୁପ ଅଫ୍‌ କମ୍ପାନୀ ଏବଂ ୟୁଥ ମୁଭମେଣ୍ଟ ଫେଡେରେସନ ଅଫ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଏକାଡେ଼ମିକ ଏକ୍ସିଲେନ୍ସ ଆୱାର୍ଡ - ୨୦୨୬ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷ ବିଭିନ୍ନ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସ୍ମାର୍ଟ ସିଟି ରାଉରକେଲାର…
Read More...