Daily Archives

ଉନ୍ଦେର ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ମୃତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ସକାଳେ ଘଣ୍ଟବାହାଲି ଗ୍ରାମ ପଞ୍ଚାୟତର ଖଇରଖୁଣ୍ଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଖଇରଖୁଣ୍ଟ ଗ୍ରାମ ହରିଜନ ପଡ଼ାର ଉମାକାନ୍ତ ଦୀପ ଓ ଉର୍ବଶୀ ଦୀପଙ୍କ ଝିଅ ସୁମିତ୍ରା ଦୀପ ଉନ୍ଦେର ନଦୀକୁ ସାଙ୍ଗ ମାନଙ୍କ ସହିତ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି
Read More...

ସାବିତ୍ରୀ ଉଆଁସ୍‌ ଲାଗି ଫଲ୍‌ମୂଲ୍‌ ବଜାରେ ଲାଗିଛେ ନିଆଁ

ରେଟ୍ ଦେଖି କରି ସତ୍ୟବାନ୍‌ ଛାନିଆଁ ଦେଓଗାଁ, (ମନୀଷ କୁମାର ସାହୁ): ଆଏଯ ସାବିତ୍ରୀ ବ୍ରତ । ଗାଁନୁ ସହର ଚାରି ଆଡେ ଘିନବିକା ଥି ଲୋକ ମସଗୁଲ । କିଏ ଶାଢ଼ୀ ପଟା ଘିନି ଯାଉଛେ ସହର କେ ତ କିଏ ଭିନ୍ ଭିନ୍ ଫଲ୍‌ମୂଲ୍ ଘିନି ଯାଉଛେ ବଜାର କେ । ଇହାଦେର୍ ଲୋକର୍ ଚାହିଦା କେ ଦେଖି କରି ସବୁ
Read More...

ଗ୍ରୀଷ୍ମ କାଳୀନ କରାଟେ ଓ କିକ୍‌ ବକ୍ସିଂ ଆତ୍ମରକ୍ଷା ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଥିବା ବଲାଙ୍ଗିର କରାଟେ ସ୍କୁଲ ଆନୁକୂଲ୍ୟରେ ଗ୍ରୀଷ୍ମ କାଳୀନ କରାଟେ କିକ୍‌ ବକ୍ସିଂ ଓ ଆତ୍ମରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ୧୫.୦୫.୨୦୨୬ରୁ ତା.୧୫.୦୬.୨୦୨୬ ପର୍ଯ୍ୟନ୍ତ ଜାରି ରହିବ । ଏହି ଶିବିରକୁ
Read More...

ଆନ୍ତଃ ଗଣମାଧ୍ୟମ ସମନ୍ବୟ ଦ୍ବାରା ଗଣଯୋଗାଯୋଗ ଅଧିକ ପ୍ରଭାବୀ ହେବ : ଅଖିଳ କୁମାର ମିଶ୍ର

ପତ୍ର ସୂଚନା କାର୍ଯ୍ୟାଳୟ ଦ୍ବାରା ଦୂରଦର୍ଶନ କେନ୍ଦ୍ର ରାଞ୍ଚିରେ ପ୍ରଚାର ସମନ୍ବୟ ସମିତିର ବୈଠକ ରାଞ୍ଚି/ଭୁବନେଶ୍ଵର, (ପିଆଇବି) : ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ରାଞ୍ଚି ପକ୍ଷରୁ ଆଜି ଦୂରଦର୍ଶନ କେନ୍ଦ୍ର ରାଞ୍ଚିଠାରେ ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି)ର
Read More...

ବିଶ୍ୱସ୍ତରୀୟ ସୁବିଧାଗୁଡ଼ିକ ସହିତ ଯାତ୍ରୀମାନଙ୍କୁ ଅତ୍ୟାଧୁନିକ ସେବା ପ୍ରଦାନ କରୁଛି ଭାରତୀୟ ରେଳବାଇ

ରାଜସ୍ଥାନର ଜୈସଲମେର, ବୁନ୍ଦି, ବାଡ଼ମେର, ମଣ୍ଡଳଗଡ଼ ଏବଂ ସୋମେସର ଆଦି ୧୫ଟି ପୁନଃବିକଶିତ ଷ୍ଟେସନରେ ମିଳୁଛି ସୁବିଧାଦୁଇ ପଟରୁ ପ୍ରବେଶ, ଆଉ ଏକ ପ୍ଲାଟଫର୍ମ, ୬ ମିଟର ଚଉଡ଼ା ଦୁଇଟି ଓଭରବ୍ରିଜ୍ ଏବଂ ନଅଟି ଲିଫ୍ଟ ସହିତ, ଅଲୱାର ରେଳ ଷ୍ଟେସନକୁ ୧୧୨ କୋଟି ଟଙ୍କା ବ୍ୟୟରେ ପୁନଃ ବିକଶିତ
Read More...

ନବ ନିଯୁକ୍ତ ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ସଚ୍ଚୋଟ ଓ ନାଗରିକ-କେନ୍ଦ୍ରିକ ଯୋଗାଯୋଗ ପାଇଁ ଆହ୍ୱାନ କଲେ ଆଇଆଇଏମସି…

ଆଇଆଇଏମସି ଢେଙ୍କାନାଳରେ ନବନିଯୁକ୍ତ ଏସଡିଆଇପିଆରଓଙ୍କ ଦଶଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ସମାପ୍ତ ଢେଙ୍କାନାଳ, (ପିଆଇବି) : ଭାରତୀୟ ଜନସଞ୍ଚାର ସଂସ୍ଥାନର ଭାଇସ୍ ଚାନ୍ସେଲର ଡକ୍ଟର ପ୍ରଜ୍ଞା ପାଲିୱାଲ୍ ଗୌର ଶୁକ୍ରବାର ଓଡ଼ିଶା ସୂଚନା ସେବା (ଓଆଇଏସ)ର ନବନିଯୁକ୍ତ ଅଧିକାରୀମାନଙ୍କୁ
Read More...

ସାରା ଓଡ଼ିଶାରେ ଯଥେଷ୍ଟ ପେଟ୍ରୋଲ, ଡିଜେଲ ଓ ଏଲପିଜି ମହଜୁଦ ଅଛି ଏବଂ ବାଧାମୁକ୍ତ ଯୋଗାଣ ଜାରି ରହିଛି

ଭୁବନେଶ୍ୱର, (ପିଆଇବି) : ସାରା ଓଡ଼ିଶାରେ ଯଥେଷ୍ଟ ପରିମାଣରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ମହଜୁଦ ଥିବା ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ସ୍ପଷ୍ଟ କରାଯାଇଛି । ରାଜ୍ୟର କେତେକ ଖୁଚୁରା ବିକ୍ରୟ କେନ୍ଦ୍ର ବା ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ମିଳୁନଥିବା ସମ୍ପର୍କରେ ଗଣମାଧ୍ୟମରେ
Read More...

ଆର୍‍ଏନ୍‍ କାଓ ସ୍ମାରକୀ ବତ୍କୃତା- ୨୦୨୬

ନୂଆଦିଲ୍ଲୀ, (ପିଆଇବି) : ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (R&AW)ର ପ୍ରତିଷ୍ଠାତା ଶ୍ରୀ ରାମେଶ୍ୱର ନାଥ କାଓଙ୍କ ସ୍ମୃତିଚାରଣ କରି ୧୫ ମେ, ୨୦୨୬ରେ, ‘ଆର.ଏନ. କାଓ ସ୍ମାରକୀ ବକ୍ତୃତା-୨୦୨୬’ ଆୟୋଜିତ ହୋଇଛି। ସଂଗଠନ ଦ୍ୱାରା ଏହି ବାର୍ଷିକ ବତ୍କୃତା ମାଳା କାର୍ଯ୍ୟକ୍ରମକୁ ୨୦୦୭
Read More...