Daily Archives

୬୬ତମ ଓଡିଶା ରାଜ୍ୟ ସିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଘାଟିତ

ଯୋଗ ଦେଲେ ସାରା ରାଜ୍ୟରୁ ୧୩୬ ଜଣ ପ୍ରତିଯୋଗୀସୃଷ୍ଟି ଉପାଧ୍ୟାୟ ୫୦ମି. ମହିଳା ଓ ନବୀନ ଶର୍ମା ୫୦ମି. ପୁରୁଷ ବଟରଫ୍ଲାଏରେ ପ୍ରଥମପ୍ରତ୍ୟାଶା ରାଏ ମହିଳା ୨୦୦ମି. ପ୍ରଥମ ଭୁବନେଶ୍ୱର, (ଦେବାଶିଷ ମିଶ୍ର) : କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଏକ୍ୱାଟିକ୍ ସେଣ୍ଟରରେ ୬୬ତମ ଓଡିଶା ରାଜ୍ୟ
Read More...

ବିଦ୍ୟୁତ ଖୁଣ୍ଟରୁ ପଡି କର୍ମଚାରୀ ମୃତ

୫ ଭଉଣୀରେ ଜଣେ ଭାଇ ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକାଠାରେ ଜଣେ ବିଦ୍ୟୁତ୍‌ କର୍ମଚାରୀ ଖୁଣ୍ଟରୁ ପଡି ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ଡୁଡୁକା ଗ୍ରାମର ହୋଇଥିବା ବେଳେ ୫ ଭଉଣୀରେ ଜଣେ ଭାଇ ବୋଲି କୁହାଯାଇଛି । ବିପଦପୂର୍ଣ୍ଣ କାମରେ ସେଫଟି
Read More...

ଅଙ୍ଗନଦୀ ବାଲି ଚୋରାଚାଲାଣ, ୫ ହାଇୱା ଅଟକ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକରେ ପ୍ରବାହିତ ଅଙ୍ଗନଦୀ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଆସୁଥିବାବେଳେ ୫ ହାଇୱା ଅଟକ ରଖାଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ବାଲିଘାଟ ମାନଙ୍କରେ ମିଟନାଇଟ ଅପରେସନ କରାଯାଇଥିଲା
Read More...

ଡିଜେଲ ସଙ୍କଟ

ଜୟପାଟଣା, (ଶେଷଦେବ ବେହେରା) : କିଛି ଦିନ ପରେ ରବି ଧାନ ଅମଳ ଜୋରସୋରରେ ଆରମ୍ଭ ହୋଇଯିବ । ଚାଷୀ ଏବେ ସେହି ସମୟକୁ ଅପେକ୍ଷା କରି ରହିଥିବା ବେଳେ ଇନ୍ଧନ ସମସ୍ୟା ଏବେ ଚାଷୀଙ୍କ ପାଇଁ ଆଶଙ୍କାର ରୂପ ନେଇ ସାରିଲାଣି । ଆଗଭଳି ଶ୍ରମିକ ମାନଂକ ଦ୍ୱାରା ଧାନ ଅମଳ କାମ ସମ୍ପନ୍ନ କରାଯାଉଥିବା ସମୟ
Read More...

ବଲାଙ୍ଗିର ସହରର ବିଭିନ୍ନ ପେଟ୍ରୋଲ ପମ୍ପ ପରିଦର୍ଶନ କରି ଇନ୍ଧନର ମହଜୁଦ ସ୍ଥିତି ଯାଞ୍ଚ କଲେ ଉପ-ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉପ-ଜିଲ୍ଲାପାଳ, ବଲାଙ୍ଗିର ସଦର ଏସିଏସଓ ଏବଂ ପୁଇଁତଲା ଯୋଗାଣ ନିରୀକ୍ଷକଙ୍କ ଉପସ୍ଥିତିରେ ବଲାଙ୍ଗିର ସହରର ବିଭିନ୍ନ ପେଟ୍ରୋଲ ପମ୍ପ ପରିଦର୍ଶନ କରି ଇନ୍ଧନର ମହଜୁଦ ସ୍ଥିତି ଏବଂ ବିକ୍ରୟ ପ୍ରକ୍ରିୟାର ସରଜମିନ ଯାଞ୍ଚ କରିଛନ୍ତି । ପରିଦର୍ଶନ ସମୟରେ
Read More...