ଅନ୍ତର୍ଜାତୀୟ ମାନବାଧିକାର ବାହିନୀର କାର୍ଯ୍ୟାଳୟର ଉଦଘାଟନ ଉତ୍ସବ
ରାଉରକେଲା, (କେପିଏନ୍ଏସ୍) : ଅନ୍ତର୍ଜାତୀୟ ମାନବାଧିକାର ବାହିନୀର କାର୍ଯ୍ୟାଳୟର ଉଦଘାଟନ ଉତ୍ସବ ଗୁରୁବାର, ୭ ମଇ, ୨୦୨୬ ଦିନ ଅପରାହ୍ନ ୩:୩୦ ସମୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟାଳୟ ରାଉରକେଲା ସ୍ମାର୍ଟ ସିଟିର ବେଦବ୍ୟାସ ଛକ ସଂଲଗ୍ନ ବ୍ରାହ୍ମଣୀ ତରଙ୍ଗ ପୋଲିସ ଷ୍ଟେସନ ନିକଟ ଏକ!-->…
Read More...
Read More...