ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୩ ତାରିଖରେ ହେବ ମତଦାନ : ଜିଲ୍ଳାର ୭୦୩ କେନ୍ଦ୍ରର ୱେବ୍ କାଷ୍ଟ ହେବ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଚଳିତ ୧୩ ତାରିଖରେ ହେବ ଭୋଟ ଗ୍ରହଣ । ଜନସାଧାରଣ ତଥା ସର୍ବସଧାରଣରେ ନାଗରିକମାନେ ନିଜନିଜର ମତଦାନ ସାବ୍ୟସ୍ତ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଓ ପ୍ରସ୍ତୁତି ଚାଲିଛି । ଜନସାଧାରଣଙ୍କ ନିମନ୍ତେ!-->…
Read More...
Read More...