Yearly Archives

2024

ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଜଣେ ମୃତ

ଖଜୁରୀପଡ଼ା : ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗୁଡ୍ରି ସାହିଠାରେ ଦୁର୍ଘଟଣା । ଏକ ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଖଜୁରୀପଡ଼ା ନୂଆସାହିର ଅଲେଖ ମଲ୍ଲିକ(୬୫ ) । ସୂଚନା ଅନୁଯାୟୀ, ଅଲେଖ ଗୁଡ୍ରି ସାହିରେ ଥିବା ସେୟାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା…
Read More...

ଗଞ୍ଜେଇ ଜବତ : ୨ ଗିରଫ

ବାଉଁଶୁଣି : ବାଉଁଶୁଣି ପୁଲିସ ରେଙ୍ଗାଲି ଗାଁ ନିକଟରୁ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ବାଉଁଶୁଣି ଥାନା ବାଉରୀ ଝାରକଟା ଗ୍ରାମର ଦିଲ୍ଲୀପ ଖଟୁଆ ଓ ତାଳଗରି ଗ୍ରାମର ସଞ୍ଜୟ ମଲ୍ଲିକ । ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଗତକାଲି…
Read More...

ଟିଟିଲାଗଡରେ ବିଜେଡିର ଶକ୍ତି ପ୍ରଦର୍ଶନ : ଟୁକୁନିଙ୍କ ରୋଡ୍‌ ସୋ’ରେ ଅଭିନେତା, କଳାକାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନ ତାତି ଆହୁରି ବଢ଼ିବାରେ ଲାଗିଛି । ଟିଟିଲାଗଡ଼ ସହରର ତାତିକୁ ଆହୁରି ବଳି ଯାଇଛି ନିର୍ବାଚନ ତାତି । ହଜାର ହଜାର କର୍ମୀ, ଭୋଟରଙ୍କ ଗହଣରେ ଆଜି ଟିଟିଲାଗଡ଼ରେ ବିଜେଡି ତାର ଶକ୍ତି ପ୍ରଦର୍ଶନ କରିଛି । ଗୋଟିଏ…
Read More...

ବିଜେଡ଼ିରେ ସାମିଲ୍‌ ହେଲେ ୮୬ ନୂତନ ସଦସ୍ୟ

ବଲାଙ୍ଗିର, (କେସିଏନ୍‌ଏସ୍‌) : ବଲାଙ୍ଗିର ସହରର ୨୦ ନମ୍ୱର ୱାର୍ଡରୁ ୫୦ରୁ ଅଧିକ ମହିଳା ବିଜେଡିରେ ସାମିଲ ହୋଇଥିବା ବେଳେ ଅନୁରୂପ ଭାବେ ସାଲେପାଲିରୁ ୩୬ରୁ ଅଧିକ ଯୁବକ ବଲାଙ୍ଗିର ବିଜେଡିରେ ମିଶିଥିବା ସୂଚନା ମିଳିଛି । ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଆଶିଷ…
Read More...

ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଦୂର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ବିପିନ ସାହୁ, କମିଟୀ ସଦସ୍ୟା ଚନ୍ଦ୍ରକାନ୍ତୀ ଛତ୍ରପାଳ ପ୍ରମୁଖ…
Read More...

କନ୍ଧମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସଭା : ବିରୋଧୀଙ୍କ ଆତ୍ମପ୍ରଚାରରୁ ଦୂରେଇ ରହିବାକୁ ବିଜେଡି…

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଲବାଣୀ ଠାରେ ନିର୍ବାଚନ ସଭାରେ ଯୋଗ ଦେଇଛନ୍ତି । କନ୍ଧମାଳ ଷ୍ଟାଡିୟମ୍‌ ଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜୁ ଜନତା ଦଳକୁ ବିଜୟୀ କରିବା ପାଇଁ ନିବେଦନ କରିଛନ୍ତି । ଗତ ୨୫…
Read More...

ଯୁବ କୁଲୁତା ସମାଜ ତରଫରୁ ଓଆର୍‌ଏସ୍ ଓ ଥଣ୍ଡା ପାଣି ବଣ୍ଟନ କେନ୍ଦ୍ର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରେ ଓଆର୍‌ଏସ୍ ଓ ଥଣ୍ଡା ଜଳ ବଣ୍ଟନ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି…
Read More...

ମାତୃ ମହାସାଗର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ମାତୃ ମହାସାଗର ଦିବସ' ଅବସରରେ ଆସ ଆମର ବିଶାଳ ତଥା ରମଣୀୟ ମାତା ମହାସାଗରକୁ ସମ୍ମାନ ଏବଂ ପ୍ରଶଂସା କରିବାକୁ ପ୍ରସ୍ତୁତ ହେବା । ଏହି ବିଶେଷ ଦିନଟି ସାମୁଦ୍ରିକ ସଂରକ୍ଷଣବାଦୀ ତଥା କଳାକାର ଆଞ୍ଜେଲିନା ମାରିନୋଙ୍କ ଦ୍ଵାରା ୨୦୧୧ରେ ପ୍ରତିଷ୍ଠିତ…
Read More...

ନାରୀ ନିର୍ଯ୍ୟାତନାକାରୀ ନେତାଙ୍କ ହାତରେ ବଲାଙ୍ଗିର ସୁରକ୍ଷିତ ନୁହେଁ : ସମରେନ୍ଦ୍ର

କଂଗ୍ରେସ ସବୁବର୍ଗଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବ ବଲାଙ୍ଗିର, (କେପିଏନ୍‌ଏସ୍‌) : ନାରୀ ନିର୍ଯ୍ୟାତନାକାରୀ ନେତାଙ୍କ ହାତରେ ବଲାଙ୍ଗିର ସୁରକ୍ଷିତ ନୁହେଁ ବୋଲି କହିଛନ୍ତି ସମରେନ୍ଦ୍ର । ମହିଳା ସୁରକ୍ଷାର ନାରା ଦେଉଥିବା ରାଜ୍ୟ ସରକାର ଓ ଏହାର ନେତାମାନଙ୍କ କଥା ଓ କାମରେ ସବୁ…
Read More...

ପ୍ରଦୀପଙ୍କ ପ୍ରେସ୍‌ମିଟ୍‌ : ପାଣ୍ଡିଆନଙ୍କୁ ଟାର୍ଗେଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗତକାଲି ପାଣ୍ଡିଆନଙ୍କ ପଦ୍ମପୁର ନିର୍ବାଚନୀ ସଭାରେ ଦେଇଥିବା ଜିଲ୍ଲା ମନ୍ତବ୍ୟକୁ କାଉଣ୍ଟର କରି ସରକାର କେବେ କ୍ୟାବିନେଟ ବସେଇଥିଲେ ଏବଂ ଯିଏ ଜିଲ୍ଲା ନେଇ…
Read More...