ନବ ନିର୍ବାଚିତ ସରପଂଚଙ୍କ ଦାୟିତ୍ୱ ଗ୍ରହଣ
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗ୍ରାମ ପଂଚାୟତର ଉପନିର୍ବାଚନୀରେ ବିଜୟୀ ସରପଂଚ ଲୋକନାଥ ଥପା ବୁଧବାର ଦିନ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଦାୟିତ୍ୱ ଗ୍ରହଣ ଉପତ୍ସବରେ ପଂଚାୟତର ସମସ୍ତ ୧୧ ଗୋଟି ୱାର୍ଡର ସଭ୍ୟସଭ୍ୟା, ପୂର୍ବତନ ସରପଂଚ!-->…
Read More...
Read More...