ବିଦ୍ୟୁତ କର୍ମଚାରୀ ଏକତା ମଞ୍ଚର ବିକ୍ଷୋଭ ଦ୍ୱିତୀୟ ଦିନରେ
ବଲାଙ୍ଗିର, (କେପିଏନ୍ଏସ୍) : ବିଦ୍ୟୁତ କର୍ମଚାରୀ ଏକତା ମଞ୍ଚର ଆହ୍ଵାନ କ୍ରମେ ବିଭିନ୍ନ ଦାବୀ ପୂରଣ ପାଇଁ ବଲାଙ୍ଗିର ବିଦ୍ୟୁତ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଓପିଟିସିଏଲ୍ ଲାଲଟିକ୍ରା ଗ୍ରୀଡ ଓ ଡିଜିଏମ୍ ଅଫିସ ସମ୍ମୁଖରେ ଦ୍ଵିତୀୟ ଦିନରେ କଳା ବ୍ୟାଚ ପିନ୍ଧି ଓପିଟିସିଏଲ୍!-->…
Read More...
Read More...