Yearly Archives

2023

୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ନବୀନ । ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପଡ଼ିରହିଥିବା ସରକାରୀ କାର୍ଯ୍ୟର ସମୀକ୍ଷା କରିବେ । କେନ୍ଦ୍ର ସହିତ ରାଜ୍ୟର ବିଭିନ୍ନ ପ୍ରସଙ୍ଗର ସମୀକ୍ଷା କରିବା ପରେ ଆସନ୍ତା
Read More...

ବ୍ୟବସାୟୀଙ୍କୁ ଗୁଳିମାଡ଼ ଅଭିଯୋଗ

ବରଗଡ଼ : ବରଗଡ଼ ଜିଲ୍ଲା ବିଜେପୁର ଥାନା ତାଳପଦର ଗାଁରେ ବ୍ୟବସାୟୀ ଜିତୁ ସାହୁଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଜିତୁଙ୍କ ପେଟରେ ଗୁଳି ବାଜିଥିବା ବେଳେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ତେବେ
Read More...

ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ଭୋଟ୍

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ଭୋଟ ଚାଲିଥିବା ଜଣାପଡିଛି । ୨୫୩ ମତଦାନ କେନ୍ଦ୍ରରେ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସୁରକ୍ଷା ପାଇଁ ୭ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ ସହ ୧୯ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ରହିଛି ।
Read More...

ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଓଡ଼ିଶା ସରକାରଙ୍କୁ ସବ୍ସିଡି ଯୋଗାଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ

● ବିଗତ ଚାରି ବର୍ଷ ମଧ୍ୟରେ ଓଡ଼ିଶାକୁ ୩୦,୨୮୫.୯୨ କୋଟି ଟଙ୍କା ଜାରି ; ନିକଟରେ ରାଜ୍ୟକୁ ୨୦୮୪.୯୦ କୋଟି ଟଙ୍କା ଦିଆଯାଇଛି ଭୁବନେଶ୍ୱର, (ପିଆଇବି) : ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଓଡ଼ିଶା ସରକାରଙ୍କୁ ସବ୍ସିଡି ଯୋଗାଣ ବିଳମ୍ବିତ ହେବାକୁ ନେଇ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ
Read More...

ଓଡିଶାରେ ୫୧୨୬୦ ନକଲି ସିମ୍ କାର୍ଡ ବାତିଲ

ଭୁବନେଶ୍ୱର, (ପିଆଇବି) : ଟେଲିକମ୍ୟୁନିକେସନ ବିଭାଗ (ଡିଓଟି) ଟେଲିକମ୍ ସିମ୍ ସବସ୍କ୍ରାଇବର ଯାଞ୍ଚ ପାଇଁ ନକଲି / ଜାଲ୍ ମୋବାଇଲ୍ ସଂଯୋଗକୁ ବିଶ୍ଳେଷଣ, ଚିହ୍ନଟ ଏବଂ ବିଚ୍ଛିନ୍ନ କରିବା ପାଇଁ ଏଏସଟିଆର ନାମକ ଫେସିଆଲ୍ ରେକଗନିସନ୍ ଟୁଲକୁ କାର୍ଯ୍ୟକାରୀ କରିଛି । ଏହା ସହାୟତାରେ ସାଇବର
Read More...

୫-ଟି ସଚିବଙ୍କ ଗଜପତି ଗସ୍ତ

ବ୍ରହ୍ମପୁରରୁ ଜୟପୁର ବିଜୁ ଏକ୍ସପ୍ରେସ ୱେ -୨ର ନିର୍ମାଣ ଖୁବ ଶୀଘ୍ରତିନି ବର୍ଷରେ କାମ ସରିବ୩୦୫ କିଲୋମିଟର ଏହି ସଡକରେ ପାହାଡ ଖୋଳା ଯାଇ ଟନେଲ୍ ନିର୍ମାଣ କରାଯିବ, ଓଡିଶାରେ ଏହା ପ୍ରଥମବ୍ରହ୍ମପୁର ଠାରୁ ଜୟପୁର ଦୂରତା ୩ ଘଣ୍ଟା କମିବମୋହନାରୁ ବ୍ରହ୍ମପୁର ୪୫ ମିନିଟ୍ ଲାଗିବଡିସେମ୍ବର
Read More...

ହରିଜନ ବସ୍ତିଙ୍କ ଦଖଲରେ ଥିବା ପର୍ବତ କିସମର ଜମିରେ ଅଷ୍ଟମ ବାଟାଲିୟନ ଆବାସିକ କୋଠା ନିର୍ମାଣ ପ୍ରସ୍ତାବକୁ ବିରୋଧ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁବର୍ଷ ଧରି ହରିଜନ ବସ୍ତିଙ୍କ ଦଖଲରେ ଥିବା ପର୍ବତ କିସମର ଜମି ଗଞ୍ଜାମ ପୋଲିସ ମୁଖ୍ୟ ହେଡ଼କ୍ୱାଟର ଛତ୍ରପୁର ଅଧୀନସ୍ଥ ଅଷ୍ଟମ ବାଟାଲିୟନର ଆବାସିକ କୋଠା ନିର୍ମାଣ ନିମନ୍ତେ ହୋଇଥିବା ଯୋଜନାକୁ ଦୃଢ଼ ବିରୋଧ କରାଯାଇଛି । ଏ ନେଇ ଛତ୍ରପୁର
Read More...

ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ବିଶ୍ୱ ହାସ୍ୟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁସ୍ଥ ରହିବା ପାଇଁ ସୁସ୍ଥ ଖାଦ୍ୟ ଏବଂ ଉତ୍ତମ ଜୀବନଶୈଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଲୋକମାନେ ସୁସ୍ଥ ରହିବାକୁ ଅନେକ ପଦ୍ଧତି ଗ୍ରହଣ କରନ୍ତି । ଏହି ପଦ୍ଧତି ମଧ୍ୟରୁ ଗୋଟିଏ ହେଉଛି ହସ ଥେରାପି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।
Read More...

ବ୍ରହ୍ମପୁର ମହାନଗରର ବେଡାବନ୍ଧ କାର୍ଯ୍ୟର ତଦାରଖ କଲେ ବିଏମ୍‌ସି କର୍ତ୍ତୃପକ୍ଷ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ଅଧୀନସ୍ଥ ବେଡାବନ୍ଧ କାର୍ଯ୍ୟର ତଦାରଖ କରିଛନ୍ତି ବ୍ରହ୍ମପୁର ମେୟର ଶ୍ରୀମତୀ ସଙ୍ଘମିତ୍ରା ଦଲେଇ, ବିଏମ୍‌ସି କମିଶନର ଜେ. ସୋନାଲ, ଡେପୁଟି ମେୟର ବିବେକ ରେଡ୍ଡୀ, କର୍ପୋରେଟର ଧୀରେଶ ସାବତ, ଶ୍ରୀମତୀ ସୋନାଲି ଗନ୍ତାୟତ ଏବଂ
Read More...

ହରିହର ଷଡଙ୍ଗୀଙ୍କ ସ୍ମୃତି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍‌ଇସି କ୍ୟାମ୍ପସ ଏନ୍‌ଆଇଟି ରାଉରକେଲାରେ ପୂର୍ବତନ ସଂସ୍କୃତ ବିଷାରଦ ପଣ୍ଡିତ ହରିହର ଷଡ଼ଙ୍ଗୀଙ୍କ ଅବର୍ତ୍ତମାନରେ ପୂର୍ବତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ଏକ ଶୋକସଭା ଓ ସ୍ମୃତି ସ୍ମାରକୀ ସଭା
Read More...