csstore

ବ୍ରହ୍ମପୁର ମହାନଗରର ବେଡାବନ୍ଧ କାର୍ଯ୍ୟର ତଦାରଖ କଲେ ବିଏମ୍‌ସି କର୍ତ୍ତୃପକ୍ଷ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ଅଧୀନସ୍ଥ ବେଡାବନ୍ଧ କାର୍ଯ୍ୟର ତଦାରଖ କରିଛନ୍ତି ବ୍ରହ୍ମପୁର ମେୟର ଶ୍ରୀମତୀ ସଙ୍ଘମିତ୍ରା ଦଲେଇ, ବିଏମ୍‌ସି କମିଶନର ଜେ. ସୋନାଲ, ଡେପୁଟି ମେୟର ବିବେକ ରେଡ୍ଡୀ, କର୍ପୋରେଟର ଧୀରେଶ ସାବତ, ଶ୍ରୀମତୀ ସୋନାଲି ଗନ୍ତାୟତ ଏବଂ ବିଏମ୍‌ସିର ବହୁ ପଦାଧିକାରୀ, ଅନ୍ୟାନ୍ୟ ଗଣ୍ୟମାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.