ଏଟିଏମ୍‌ ତାଡି ଲକ୍ଷାଧିକ ଟଙ୍କା ଲୁଟ୍‌ ଅଭିଯୋଗ

ସାଲେପୁର : କଟକ ପାରାଦୀପ ରାସ୍ତାର କିଶନନଗର ଥାନା ଅଞ୍ଚଳରେ ଥିବା ଏକ ଏଟିଏମ୍‌ ତାଡି ଦୁବୃର୍ତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଖବର ମିଳିଛି । ଘଟଣାର ଖବର ପାଇ କିଶନନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ଦେଇଛି ।

Leave A Reply

Your email address will not be published.

two × one =