ପାରିବାରିକ କଳହର କରୁଣ ପରିଣତି : ବେକରେ ଶାଢ଼ି ବାନ୍ଧି ଯୁବକଙ୍କ ଆତ୍ମହତ୍ୟା
ସାଲେପୁର : କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଲୁଣହାର ଗ୍ରାମର ଯତୀନ୍ଦ୍ର ଭୋଇଙ୍କ ପୁଅ ପ୍ରକାଶ ଭୋଇ(୨୭) ରବିବାର ରାତିରେ ଆତ୍ମହତ୍ୟା କରିଛନ୍ତି । ଏକ କୋଠରୀର ଭିତର ପଟୁ କବାଟ ବନ୍ଦକରି ଫ୍ୟାନ ପଏଣ୍ଟରେ ବେକରେ ଶାଢ଼ି ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପାରିବାରିକ କଳହରୁ!-->…
Read More...
Read More...