Browsing Tag

salepur news

କେନାଲ ଭିତରକୁ ଖସିପଡ଼ି ବାଇକ୍ ଆରୋହୀ ମୃତ

ସାଲେପୁର : କଟକ ଜିଲ୍ଲା ସାଲେପୁର ଶିଶୁଆ ହରିଚନ୍ଦନପୁର ବ୍ୟାରେଜ ନିକଟରେ ଭାରସାମ୍ୟ ହରାଇ କେନାଲ ଭିତରକୁ ବାଇକ୍ ଆରୋହୀ ଖସିପଡ଼ିବା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ସାଲେପୁର ଶିଶୁଆ ହରିଚନ୍ଦନପୁର ବ୍ୟାରେଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ଜଣେ ବାଇକ୍ ଆରୋହୀ
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍

ସାଲେପୁର : କଟକ ଜିଲ୍ଲା ଜଗତପୁର ଥାନା ଗୋପିନାଥପୁର ପଞ୍ଚାୟତ ପ୍ରଧାନପଡା ଗାଁର ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ପ୍ରଧାନପଡା ଗାଁର ପଟ୍ଟାମୁଣ୍ଡାଇ କେନାଲ ବନ୍ଧ କଡରେ ଥିବା ୧୧ କେ.ଭି ଇଲେକ୍ଟ୍ରିକ୍‌
Read More...

ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ

ସାଲେପୁର : କଟକ ଜିଲ୍ଲା ସାଲେପୁର ବ୍ଲକ ଭୀମଦାସପୁର ଗ୍ରାମରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଭୀମଦାସପୁର ଗ୍ରାମର ଅଲେଖ ଚନ୍ଦ୍ର ବିଶ୍ଵାଳଙ୍କ ଗୁହାଳ ଘରେ ରାତି ପ୍ରାୟ ସାଢେ ଦୁଇଟା ସମୟରେ କୌଣସି କାରଣରୁ ନିଆଁ ଲାଗି ୩ଟି ଗାଈ ଜୀବନ୍ତ ଦଗ୍ଧ
Read More...

ସଡକ ଦୁର୍ଘଟଣା ମିନିଟ୍ରକ୍ ସହ ଧକ୍କା ହେଲା ଅଟୋ : ଜଣେ ମୃତ, ୨ ଗୁରୁତର

ସାଲେପୁର : କଟକ-ଚାନ୍ଦବାଲି ରାସ୍ତାର ନନ୍ଦୋଳଗଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥବା ଜଣାପଡ଼ିଛି । ଏକ ଅଟୋ ସହ ମିନିଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଭୁବନେଶ୍ୱରରୁ କେନ୍ଦ୍ରାପଡା ଛତା ଅଭିମୁଖେ ଯାଉଥିବା ଏକ ଅଟୋ ସହ ଆରପଟରୁ ଆସୁଥିବା
Read More...

ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ

ସାଲେପୁର : କଟକ ଜିଲ୍ଲା ସାଲେପୁର ଶିଶୁଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘର ଉପରକୁ ବିଳମ୍ଵିତ ରାତିରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସାଲେପୁର ନିକଟସ୍ଥ ଶିଶୁଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

ସାଲେପୁର : ଏକ ସ୍କୁଟିକୁ କାର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ସ୍କୁଟି ଆରୋହୀ ୨ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ପାରାଦ୍ୱୀପ ଆଡୁ ଆସୁଥିବା ଏକ କାର(ଓଡି୩୩ ଆର୍‌ ୩୩୩୯) ରାମକୁମାରପୁର ଠାରେ ଏକ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ୨
Read More...

ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : କଣ୍ଟେନରକୁ ଧକ୍କା ଦେଲା ଆମ୍ବୁଲାନ୍ସ, ୩ମୃତ

ସାଲେପୁର : ଟାଙ୍ଗୀ ଥାନା ଅନ୍ତର୍ଗତ ଏନ୍‌ଏଚ୍‌-୧୬ ବଇଚୁଆଁ ଛକ ନିକଟରେ ଏକ ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୋଲି ଖବର ମଳିଛି । ରୋଗୀ ନେଇ ମେଦିନାପୁରରୁ କଟକ ବଡ ମେଡିକାଲ ଯାଉଥିବା ଆମ୍ବୁଲାନ୍ସ କଣ୍ଟେନର ପଛରେ ପିଟିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ
Read More...

ଆମ୍ବୁଲାନ୍ସକୁ ଧକ୍କା ଦେଲା କାର୍‌ : ଘଟଣା ସ୍ଥଳରେ ଓଲ୍‌ଟି ପଡିଲା ଆମ୍ବୁଲାନ୍ସ

ସାଲେପୁର : ଏକ ଘେରୋଇ ଆମ୍ବୁଲାନ୍ସକୁ ଧକ୍କା ଦେଇଛି ଏକ କାର୍‌ । କଟକ ଜିଲ୍ଲାର ଟାଙ୍ଗୀ ଥାନା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥରେ ଆମ୍ବୁଲାନ୍ସ ରୋଗୀ ଛାଡି ଫେରୁଥିବା ବେଳେ ଗୋଟିଏ କାର୍‌ ଦ୍ରୁତଗତିରେ ଆସି ପଟି ଦେଇ ପଳାଇ ଯାଇଥିଲା କାର୍‌ । ଘଟଣା ସ୍ଥଳରେ ଆମ୍ବୁଲାନ୍ସଟି ଓଲ୍‌ଟି
Read More...