ରୋଗିଣା ସ୍ତ୍ରୀର ଆତ୍ମହତ୍ୟାରେ ମ୍ରିୟମାଣ ହୋଇ ସ୍ୱାମୀଙ୍କ ଆତ୍ମହତ୍ୟା ଘଟଣା : ନାବାଳିକା ଏବେ ଅସହାୟ
ତୁରେକେଲା, (କୈଳାଶ ସଗ୍ରିଆ) : ରୋଗିଣା ସ୍ତ୍ରୀର ଆତ୍ମହତ୍ୟାରେ ମ୍ରିୟମାଣ ହୋଇ ସ୍ୱାମୀଙ୍କ ଆତ୍ମହତ୍ୟା ଘଟଣାରେ ଜଣେ ନାବାଳିକା ଏବେ ଅସହାୟ ଅବସ୍ଥାରେ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାବ୍ରୀ ଗାଁର ମଲ୍ଲିକପଡାରେ ରହୁଥିଲେ ଗୋଧନ!-->…
Read More...
Read More...