ପ୍ରସିଦ୍ଧ ଟେଲିଭିଜନ ତାରକା ନିତେଶ ପାଣ୍ଡେଙ୍କ ଦେହାନ୍ତ
ମୁମ୍ବାଇ : ପ୍ରସିଦ୍ଧ ଟେଲିଭିଜନ ତାରକା ନିତେଶ ପାଣ୍ଡେଙ୍କ ଦେହାନ୍ତ ହୋଇଯାଇଥିବା ଜଣାପଡିଛି । ହୃଦଘାତ କାରଣରୁ ୫୧ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ୯୦ ଦଶକରେ ମଞ୍ଚରେ ଅଭିନୟ କରିଥିବା ନୀତେଶ ପାଣ୍ଡେ ଟେଲିଭିଜନ୍ ଓ ଚଳଚ୍ଚିତ୍ରରେ ଜଣେ ସୁପରିଚିତ!-->…
Read More...
Read More...