pakka

ପ୍ରସିଦ୍ଧ ଟେଲିଭିଜନ ତାରକା ନିତେଶ ପାଣ୍ଡେଙ୍କ ଦେହାନ୍ତ

ମୁମ୍ବାଇ : ପ୍ରସିଦ୍ଧ ଟେଲିଭିଜନ ତାରକା ନିତେଶ ପାଣ୍ଡେଙ୍କ ଦେହାନ୍ତ ହୋଇଯାଇଥିବା ଜଣାପଡିଛି । ହୃଦଘାତ କାରଣରୁ ୫୧ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ୯୦ ଦଶକରେ ମଞ୍ଚରେ ଅଭିନୟ କରିଥିବା ନୀତେଶ ପାଣ୍ଡେ ଟେଲିଭିଜନ୍‌ ଓ ଚଳଚ୍ଚିତ୍ରରେ ଜଣେ ସୁପରିଚିତ ଅଭିନେତା ଭାବେ ସୁଖ୍ୟାତି ଅର୍ଜନ କରିଥିଲେ ।

Leave A Reply

Your email address will not be published.

19 − 11 =