ଜୁନିୟର ରେଡକ୍ରସ ତରଫରୁ ଜଳଛତ୍ର ଓ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ ଉଦ୍ଯାପିତ
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସର ଆହ୍ୱାନ କ୍ରମେ ଡୁଙ୍ଗୁରିପାଲି ବ୍ଲକର ଜୁନିୟର ରେଡକ୍ରସ ୟୁନିଟ ତରଫରୁ ସ୍ଥାନୀୟ ଆରଏମସି ସାପ୍ତାହିକ ବଜାର ପରିସରରେ ଜଳଛତ୍ର ତଥା ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଜନସାଧାରଣଙ୍କୁ!-->…
Read More...
Read More...