ସାମାନ୍ୟ ବଚସାରୁ ଆକ୍ରମଣ, ୨ ଆହତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର କନ୍ଧପାଲିପଡ଼ା ସ୍କୁଲ ସାମ୍ନାରେ ଗତକାଲି ରାତି ପ୍ରାୟ ୯ଟା ସମୟରେ ସାମାନ୍ୟ ବଚସାରୁ ଜଣେ ଯୁବକ ଆକ୍ରମଣ କରିଥିବା ବେଳେ ଏଥିରେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ ଆକାଶ ବଗର୍ତ୍ତି ସ୍କୁଲ ସାମ୍ନାରେ ଲାଗିଥିବା ମୁଢ଼ି ଠେଲାରେ!-->…
Read More...
Read More...