ଟ୍ରାଫିକ ପୋଷ୍ଟରେ ଠିଆ ହୋଇଥିବା ଗାଡିକୁ ଧକ୍କା ଦେଲା କାର୍
ଭୁବନେଶ୍ୱର, (କେପିଏନ୍ଏସ୍) : ଭୁବନେଶ୍ୱର ପାୱାର ହାଉସ ଛକରେ ଗୋଟିଏ କାର ଧକ୍କାରେ ୩ ଟି ଗାଡି କ୍ଷତିଗ୍ରସ୍ତ ହେବା ସହ ୩ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଭୁବନେଶ୍ୱର ପାୱାର ହାଉସ ଛକ ଟ୍ରାଫିକ ପୋଷ୍ଟରେ ଗାଡିଗୁଡିକ ଅଟକି ରହିଥିଲା । ଏହି ସମୟରେ ଏକ କାର ଦୃତ ଗତିରେ ଆସି ଧକ୍କା!-->…
Read More...
Read More...