Yearly Archives

2022

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୪ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୧ଟି କେନ୍ଦ୍ରରେ(କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ମ୍ୟୁନିସିପାଲିଟି…
Read More...

ରାଉରକେଲାରେ ଓଡିଶା ଷ୍ଟେଟ ହାଉସିଂ ବୋର୍ଡର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବା ନିମନ୍ତେ ସ୍ମାରକପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରବାସୀଙ୍କ ସୁବିଧା ନିମନ୍ତେ ରାଉରକେଲାଠାରେ ଓଡିଶା ଷ୍ଟେଟ ହାଉସିଂ ବୋର୍ଡର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉ ବୋଲି ଏକ ସ୍ମାରକପତ୍ର ସହକାରୀ ପ୍ରଶାସନିକ ଅଧିକାରୀଙ୍କ ମାଧ୍ୟମରେ ସଚୀବଙ୍କ ନିକଟକୁ ପ୍ରଦାନ କରାଯାଇଛି । ଏ ସଂପର୍କରେ ସମାଜସେବୀ ବିମଳ…
Read More...

ପୋଲ ନାହିଁ : ନଦୀ ପାରହୋଇ ଟୀକା ନେବାକୁ ଯାଉଛନ୍ତି ପ୍ରସୂତି ଓ ଗର୍ଭବତୀ ମା’, ବାଧକ ସାଜିଛି…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଏକ ଜାତୀୟ ରାଜପଥ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାଘାଟ ଥିବା ବ୍ଲକ୍ । ଏହି ବ୍ଲକର ଉତ୍ତରରୁ ଦକ୍ଷିଣକୁ ଜାତୀୟ ରାଜପଥ ଯାଇଥିବା ବେଳେ ପଶ୍ଚିମରୁ ପୂର୍ବକୁ ବହି ଯାଉଛି ଦେଓଗାଁ ବ୍ଲକର ଜୀବନ ରେଖା ସୋନଗଡ ନଦୀ । ଚାରିପାଖେ…
Read More...

ବିକାଶ ନର୍ସିଂ କଲେଜରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିକାଶ ଶିକ୍ଷାନୁଷ୍ଠାନ ପରିସରରେ ବିକାଶ ନର୍ସିଂ କଲେଜ ପକ୍ଷରୁ ଆଜି ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିକାଶ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡି ମୁରଲି କ୍ରିଷ୍ଣା ଯୋଗଦେଇ ଉଦ୍‌ଘାଟନ…
Read More...

ବିଚାରାଧୀନ ବନ୍ଦୀଙ୍କ ଶିଶୁ ଚିହ୍ନଟ ଓ ପରାମର୍ଶ କର୍ମଶାଳା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ସୋନପୁର ଉପକାରାଗାରରେ କଏଦୀ ଓ କର୍ମଚାରୀମାନଙ୍କୁ ନେଇ ଏକ ପରାମର୍ଶ କର୍ମଶାଳା ତଥା କଏଦୀମାନଙ୍କ ସମ୍ବେଦନଶୀଳ ଶିଶୁ ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋନପୁର ସବ୍‌ଜେଲ…
Read More...

ଖପ୍ରାଖୋଲ ସରସ୍ଵତୀ ଶିଶୁ ମନ୍ଦିରରେ ରଙ୍ଗୋଲି ପ୍ରତିଯୋଗିତା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିରରେ ରଙ୍ଗୋଲି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨ଟି ପର୍ୟ୍ୟାୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ…
Read More...

କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ସମୀର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ରଂଜୁ ଅମାତ କ୍ୟାବିନେଟ…
Read More...

ପ୍ରାଣୀ ଚିକିତ୍ସାକେନ୍ଦ୍ର ଓ ଆର୍ ଆଇ ଅଫିସ୍ ଖତ ଖାଉଛି

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ ଗାଁରେ ପ୍ରାଣୀ ଚିକିତ୍ସାକେନ୍ଦ୍ର ଓ ସ୍ଵାସ୍ଥ୍ୟକେନ୍ଦ୍ର ଆଜିକୁ ପ୍ରାୟ ପାଞ୍ଚ ବର୍ଷ ହେବ ନିର୍ମାଣ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି କାମରେ ନ ଲାଗି ଖତ ଖାଉଛି ବୋଲି ଗାଁ…
Read More...

ବ୍ଲକସ୍ତରୀୟ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ଗଠନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାର ବୋଡ଼େନ ବ୍ଲକ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ କର୍ମରତ ଶିକ୍ଷକଙ୍କୁ ନେଇ ବ୍ଲକସ୍ତରୀୟ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ଫରସରା ଆଶ୍ରମ ବିଦ୍ୟାଳୟରେ ଗଠନ କରାଯାଇଥିଲା । ଜିଲ୍ଲା ସଭାପତି ସୁଶିଲ କୁମାର…
Read More...

‘ବେଷ୍ଟ ରିପୋର୍ଟର୍‌ ଅଫ୍‌ ଦ ଇଅର୍‌-୨୦୨୨’ ସମ୍ମାନ ପାଇଲେ ବ୍ରହ୍ମପୁର ରିପୋର୍ଟର ସତ୍ୟନାରାୟଣ ରେଡ୍ଡୀ ଏବଂ ଦେଓଗାଁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘କୋଶଳ ପ୍ରବାହ ଲାଇଭ୍‌’ ନ୍ୟୁଜ୍‌ ପୋର୍ଟାଲ୍‌ର ବାର୍ଷିକୋତ୍ସବରେ ‘ବେଷ୍ଟ ରିପୋର୍ଟର୍‌ ଅଫ୍‌ ଦ ଇଅର୍‌-୨୦୨୨’ ସମ୍ମାନ ପ୍ରଦାନ କରାଯାଇଛି । ଚଳିତ ବର୍ଷ ବ୍ରହ୍ମପୁର ରିପୋର୍ଟର ସତ୍ୟନାରାୟଣ ରେଡ୍ଡୀ ଏବଂ ଦେଓଗାଁ ରିପୋର୍ଟର…
Read More...