ମହାସମାରୋହରେ ଅନୁଷ୍ଠିତ ହେଲା ପଞ୍ଚଦଶ ହେମନ୍ତ ମହୋତ୍ସବ
ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶାର ପ୍ରଖ୍ୟାତ କଳା ସଂସ୍କୃତି ଅନୁଷ୍ଠାନ 'ଶ୍ରୀ ସିଦ୍ଧି ଏକାଡେମୀ ଅଫ୍ ଆର୍ଟ 'ର ପଞ୍ଚଦଶ ହେମନ୍ତ ମହୋତ୍ସବ ମହାସମାରୋହରେ ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ଉପଲକ୍ଷେ ପୂର୍ବରୁ ସେକ୍ଟର ୧ ସ୍ଥିତ ଏକାଡେମୀ!-->…
Read More...
Read More...