Yearly Archives

2022

ହରିଶଙ୍କରରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ ଅଭିଯୋଗରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଶଲବାଦୀ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ତେବେ ଆଜି କରାଯାଉଥିବା ଆନ୍ଦୋଳନର ମୁଖ୍ୟ ଦାବୀ
Read More...

କଟକ ସମେତ ଦେଶର ୧୫ଟି ସହର ଏବଂ ଆଖପାଖ କ୍ଷେତ୍ରରେ ଟ୍ରାଇ ପକ୍ଷରୁ କରାଗଲା ଡ୍ରାଇଭ ଟେଷ୍ଟ

● ଭଏସ ଏବଂ ଡାଟା ସେବା ପାଇଁ ନେଟୱର୍କର ଗୁଣବତ୍ତା ଆକଳନ କରାଗଲା● ଡ୍ରାଇଭ ଟେଷ୍ଟର ସମ୍ପୂର୍ଣ୍ଣ ରିପୋର୍ଟ ଜାରି ହେଲା; ଟ୍ରାଇ ୱେବସାଇଟରେ ଉପଲବ୍ଧ କଟକ, (ପିଆଇବି) : ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ସହାୟତାରେ କଟକ ସମେତ
Read More...

ଦେଶର ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ରୀୟ ପୁଲରେ ଯଥେଷ୍ଟ ଖାଦ୍ୟଶସ୍ୟ ମହଜୁଦ ରହିଛି : କେନ୍ଦ୍ର ସରକାର

• ଅକ୍ଟୋବର ୧, ୨୦୨୨ ସୁଦ୍ଧା ପ୍ରାୟ ୨୨୭ ଲକ୍ଷ ମେଟ୍ରିକ ଟନ ଗହମ, ୨୦୫ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ମହଜୁଦ ଅଛି, ଏହା ବଫର ଷ୍ଟକ ସର୍ତ୍ତାବଳୀ ଠାରୁ ଯଥେଷ୍ଟ ଅଧିକ ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଏବଂ ସରକାରଙ୍କ ଅନ୍ୟ ଯୋଜନା ପାଇଁ ଆବଶ୍ୟକ ଖାଦ୍ୟଶସ୍ୟ
Read More...

ରଣଜିତପୁରରେ ବିଶ୍ୱ ଖାଦ୍ୟ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆମ ଖାଦ୍ୟ ଥାଳିରେ ପୁଷ୍ଟିଯୁକ୍ତ ଖାଦ୍ୟର ଘୋର ଅଭାବ ଦେଖା ଦେଇଛି । ଏଥି ଯୋଗୁଁ ମଣିଷ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛି । ଏହାକୁ ପ୍ରତିହତ କରିବା ପାଇଁ ଆମ ଖାଦ୍ୟ ଥାଳିକୁ ପୁଣି ଥରେ ପାରମ୍ପରିକ ଖାଦ୍ୟ ଫେରାଇ ଆଣିବାକୁ ପଡ଼ିବ ବୋଲି ପାଇକମାଲ ବ୍ଲକ
Read More...

ବିଶ୍ୱ ହୃତପିଣ୍ଡ ପୁନଃ-ସଞ୍ଚାଳନ ଦିବସ ପାଳିତ

• ୨୦୩୦ ମସିହା ସୁଦ୍ଧା ଭାରତରେ ହୃତପିଣ୍ଡଜନିତ ମୃତ୍ୟୁ ବିଶ୍ୱରେ ସର୍ବାଧିକ ହେବ ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଏ.ଜି ଆମ୍ବୁଲାନ୍ସ ଡିଭିଜନ ଆନୁକୂଲ୍ୟରେ ଓ କେୟାର ହସ୍ପିଟାଲ ଏବଂ ଭୁବନେଶ୍ୱର ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରମସନ
Read More...

ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ସଚେତନତା ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ସଚେତନତା ବାର୍ତ୍ତା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ସତର୍କତା ଅବଲମ୍ବନ କରନ୍ତୁ । ପାଣିଟାଙ୍କି କୁଣ୍ଡ ଏବଂ ପାଣି ରହୁଥିବା
Read More...

ବିଶ୍ୱ ଶିକ୍ଷାର୍ଥୀ ଓ ବିଶ୍ୱ ହାତଧୁଆ ଦିବସରେ ପରିବେଶ ସଚେତନତା ବାର୍ତ୍ତା ସହ ବୃକ୍ଷ ରୋପଣ କଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ଶିକ୍ଷାର୍ଥୀ ଓ ବିଶ୍ୱ ହାତଧୁଆ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀର ପ୍ରତିଷ୍ଠାତା ତଥା 'ଗଛ ହସିଲେ ଜଗତ ହସେ' ପୁସ୍ତକର ସ୍ରଷ୍ଟା ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ସରକାରୀ ପ୍ରୋଜେକ୍ଟ ଉଚ୍ଚ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୬ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୩୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ
Read More...

ହରିଶଙ୍କରରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦାବୀରେ କୋଶଲ ସଂଘର୍ଷ ବାହିନୀ ତରଫରୁ ଖପ୍ରାଖୋଲରେ ବନ୍ଦ ପାଳନ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଖପ୍ରାଖୋଲ ବ୍ଲକର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦାବୀରେ ସୋମବାର କୋଶଳ ସଂଘର୍ଷ ବାହିନୀ ତରଫରୁ ଖପ୍ରାଖୋଲରେ ବନ୍ଦ ପାଳନ କରାଯାଇଛି । ଏହି
Read More...

୭୫ତମ ଧନୁଯାତ୍ରା ମହୋତ୍ସବ ପାଇଁ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ୭୫ତମ ଧନୁଯାତ୍ରା ମହୋତ୍ସବ ପାଇଁ ନୂତନ କଳାକାର ଚୟନ ହେବ । ଭୋଟ ମାଧ୍ୟମରେ କାର୍ଯ୍ୟକାରୀ କମିଟିରେ ନିଷ୍ପତ୍ତି ଗ୍ରହଣ କରଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇ ଉକ୍ତ
Read More...