Yearly Archives

2022

ବ୍ୟାଡମିଣ୍ଟନ ବୈଷୟିକ ଅଧିକାରୀ କର୍ମଶାଳା ଉଦ୍‌ଘାଟିତ : ତାଲିମ ନେଉଛନ୍ତି ୩୦ ପ୍ରାର୍ଥୀ

ଆନ୍ତରିକତା, ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ଆପେ ବାଟ ଫିଟେ - ଅମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନ୍‌ଡୋର ଷ୍ଟାଡିଅମ ସାରା ରାଜ୍ୟରେ ନିଜ ଢଙ୍ଗର ଏକ ମାତ୍ର ଷ୍ଟାଡିଅମ ଭଳି ଏକ ଉକ୍ତି ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଅମ୍ପାୟାର ଓ ରାଜ୍ୟ
Read More...

ସମାଜସେବୀ ମିହିର ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ସମାଜସେବୀ ତଥା ରାଉରକେଲାର ଆଗଧାଡ଼ିର ସ୍ୱେଚ୍ଛାସେବୀ ସଂଗଠନ ବାସନ୍ତୀ ଯୁବ ପରିଷଦ, ବିରଜା କ୍ଷେତ୍ର ସଂଘ, ଦକ୍ଷିଣ ରାଉରକେଲା ଉନ୍ନୟନ ପରିଷଦ, ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟର ବରିଷ୍ଠ ସଦସ୍ୟ ସ୍ୱର୍ଗତ ମିହିର କୁମାର ସାହୁଙ୍କ ତୃତୀୟ
Read More...

ଅଧିକ ଟ୍ରମା ଚିକିତ୍ସାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀପ ରାୟଙ୍କ ଚିଠି

ରାଉରକେଲା, (ସସ୍ମିତା ପ୍ରଧାନ) : ସଡକ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଦିଆଯାଉଥିବା ନିଶୁକ୍ଲ ଚିକିତ୍ସା ଯୋଜନା (ଏଫ୍‌ଟିଟିଏଫ୍‌)ରେ ସୁନ୍ଦରଗଡ ଜିଲ୍ଲା ସମେତ ରାଜ୍ୟର ଅଧିକ ଚିକିତ୍ସାଳୟ ସାମିଲ କରିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ
Read More...

ବିଦ୍ୟୂତ ଆଘାତରେ ମା’ ସହ ୮ ମାସ ପୁଅ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବରିକେଲ ଗାଁରେ ବିଦ୍ୟୂତ ଆଘାତରେ ମା' ଓ ୮ ମାସ ପୁଅର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଘରେ ଗୋଡ୍‌ରେଜ୍‌ ଖୋଲୁଥିବା ସମୟରେ ବିଦ୍ୟୂତ ଲାଗି ଦୁହିଁଙ୍କ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଅଞ୍ଜଳି ବାଗଙ୍କୁ ୩୨ ବର୍ଷ
Read More...

ଆନ୍ତଃ ବିଦ୍ୟାଳୟ କବାଡି ପ୍ରତିଯୋଗିତା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘ ଦ୍ୱାରା ଆୟୋଜିତ ଆନ୍ତଃ ବିଦ୍ୟାଳୟ (ବାଳକ ଓ ବାଳିକା) କବାଡି ପ୍ରତିଯୋଗିତା ଗତ ଦୁଇଦିନ ଧରି ସଂଘ ପରିସରରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲାର ବିଭିନ୍ନ ବିଦ୍ୟାଳୟର ୧୪ଟି ବାଳକ ଦଳ ଓ ୬ଟି ବାଳିକା ଦଳ ଭାଗ ନେଇଥିଲେ । ପ୍ରଥମ
Read More...

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଡେରାଡୁନ : ଉତ୍ତରାଖଣ୍ଡରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ କେଦାରନାଥ ଧାମରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । କେଦାରନାଥଠାରୁ ଦୁଇ କିଲୋମିଟର ଦୂରରେ ଥିବା ଗରୁଡଚଟ୍ଟୀରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
Read More...

ବର୍ଥଳା ପଞ୍ଚାୟତସ୍ତରୀୟ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବର୍ଥଲା ପଞ୍ଚାୟତ ଯାଦବ ସମାଜର ଏକ ବୈଠକ ରାଘବ ବର୍ଗତ୍ତିଙ୍କ ନିର୍ଦ୍ଦେଶ କ୍ରମେ ବର୍ଥଲା ଗ୍ରାମର ଆମ୍ବ ବଗିଚା ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ଼ ବ୍ଲକ ଯୁବ ଯାଦବ ସଭାପତି ହରିଶ୍ଚନ୍ଦ୍ର ସୁନାନି, ଉପସଭାପତି ସନ୍ତୋଷ ଖୁଟୁଲା,
Read More...

ଅକ୍ଟୋବର ୧୮ରେ ୯୦ତମ ଇଣ୍ଟରପୋଲ ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୮ ଅପରାହ୍ନ ୧.୪୫ରେ ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ୯୦ତମ ଇଣ୍ଟରପୋଲ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଇଣ୍ଟରପୋଲର ୯୦ତମସାଧାରଣ ସଭା ଅକ୍ଟୋବର ୧୮ରୁ ୨୧ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ବୈଠକରେ ମନ୍ତ୍ରୀ,
Read More...

ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଠାରେ ପିଏମ କିଷାନ ସମ୍ମାନ ସମ୍ମେଳନ ୨୦୨୨କୁ ଉଦଘାଟନ କଲେ…

• ‘‘କୃଷି-ଷ୍ଟାର୍ଟଅପ୍ କନକ୍ଲେଭ୍ ଏବଂ କିଷାନ ସମ୍ମେଳନ’’ରେ ମହିଳା ଚାଷୀଙ୍କ ଅନଲାଇନ ଅଂଶଗ୍ରହଣ ସୁବିଧା ଯୋଗାଇ ଦେଲା ଆଇସିଏଆର ସିଆଇଡବ୍ଲୁଏ• ପ୍ରତିଷ୍ଠାନ ପକ୍ଷରୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ଗ୍ରାମରୁ ପାଖାପାଖି ୨୫୦ ମହିଳା ଚାଷୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ନୂଆଦିଲ୍ଲୀ,
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ ଟାଉନ ପୋଲିସର ବ୍ୟାପକ ବ୍ୟବସ୍ଥା

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରିଶଙ୍କରରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦାବୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ ଯେମିତି କିଛି ଅପ୍ରିତିକର ସମ୍ୟାର ସୃଷ୍ଟି ନ ହୁଏ । ତାହାକୁ ଆଖି ଆଖି ଆଗରେ ରଖି ବଲାଙ୍ଗିର ଟାଉନ ପୋଲିସ ପକ୍ଷରୁ
Read More...