ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ସମାପ୍ତ ଘୋଷଣାକୁ ହିନ୍ଦ୍ ମଜଦୁର ସଭାର ସ୍ୱାଗତ
ରାଜ୍ୟରେ କାର୍ଯ୍ୟରତ ଅଢେ଼ଇ ଲକ୍ଷ ଆଉଟସୋର୍ସିଂ କର୍ମଚାରୀଙ୍କୁ ଠିକାଦାରଙ୍କ କବଳରୁ ମୁକ୍ତ କରାଯାଉ
ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟ ସରକାରଙ୍କ ଅଧିନରେ ଠିକା କର୍ମଚାରୀ ଭାବେ କାର୍ଯ୍ୟରତ ୫୭ ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିଥିବାରୁ ହିନ୍ଦ ମଜଦୁର ସଭାର ରାଜ୍ୟ!-->!-->!-->…
Read More...
Read More...