ଧଣ୍ଡାମୁଣ୍ଡାରେ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ
ଧଣ୍ଡାମୁଣ୍ଡା, (କେପିଏନ୍ଏସ୍) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଧଣ୍ଡାମୁଣ୍ଡା ଜଗନ୍ନାଥ ମନ୍ଦିର ପ୍ରହରୀ ମଣ୍ଡପଠାରେ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଘାସିରାମ ଭୋଇ ଓ ସ୍ତ୍ରୀ ଯଶୋଦା ଭୋଇ କର୍ତ୍ତା ଭାବେ ଯୋଗ ଦେଇଥିଲେ । ପୂଜା କମିଟି ସଭାପତି ଶୋଭନ୍ମୟ!-->…
Read More...
Read More...