pakka

ଜଳିଲା ବାଇକ୍‌, କାରଣ ଅସ୍ପଷ୍ଟ

bbehera

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି-ଗୁଡିଘାଟ ରାସ୍ତାର ମାରୁତି ଗ୍ୟାସ ଗୋଦାମ ନିକଟରେ ଏକ ବାଇକକୁ କେହି ଗୁରୁବାର ବିଳମ୍ବିତ ରାତିରେ ପୋଡି ଦେଇଥିବା ସୂଚନା ମିଳିଛି । ଛତିଶଗଡ ନମ୍ବର ଥିବା ଉକ୍ତ ବାଇକ୍‌ଟି କାହାର ଏବଂ କିଏ ପୋଡିଛି ତାହା ଜଣାପଡିନାହିଁ । କଣ୍ଟାବାଞ୍ଜି ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇ ନାହିଁ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ପାଇଛି ।

Leave A Reply

Your email address will not be published.

20 − 2 =