ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ଖପ୍ରାଖୋଲ, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କଂସାପଲା ଛକ ପାଖରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ବୁଧବାର ସନ୍ଧ୍ୟା ସମୟରେ ଘଟିଯାଇଛି । ସୂଚନା ଅନୁଯାୟୀ କିନ୍ଦରିଟାଲ ନିବାସୀ ନିରଞ୍ଜନ ବେହେରାଙ୍କ ପୁତ୍ର ଚନ୍ଦନ ବେହେରା (୧୮) ଏବଂ ସେହି ଗ୍ରାମର ମୁକୁନ୍ଦ!-->…
Read More...
Read More...