Yearly Archives

2022

ଆଜିଠୁ ଭାଜପାର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ

ହାଇଦ୍ରାବାଦ : ଆଜିଠୁ ଭାଜପାର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ର୍ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ବସିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ତେବେ ଏଥିରେ ଦଳର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ…
Read More...

ନଡ଼ିଆ ବୋଝେଇ ଟ୍ରକ୍‌ରୁ ଗଞ୍ଜେଇ ଜବତ

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ବିଷମ କଟକ ପୋଲିସ ଗତକାଲି ବିଳମ୍ବିତ ରାତିରେ ହାଜାରଡାଙ୍ଗ ଗାଁ ନିକଟରେ ଗାଡି ମଟର ଯାଞ୍ଚ୍ କରିବା ସମୟରେ ଉତ୍ତର ପ୍ରଦେଶ ଅଭିମୁଖେ ଯାଉଥିବା ଏକ ନଡ଼ିଆ ବୋଝେଇ ମିନି ଟ୍ରକ୍‌କୁ ସନ୍ଦେହ କରିଥିଲା । ଘଟଣାସ୍ଥଳରୁ ମିନି ଟ୍ରକ୍‌କୁ ଜବତ କରି ଥାନାରେ ଯାଞ୍ଚ୍ କରିବା…
Read More...

୨ୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୨ୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି । ୧ମ ପର୍ଯ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲ ରୂପାନ୍ତର ହୋଇଥିବା ବେଳେ ୨ୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି । ଆଜି ଖୋର୍ଦ୍ଧା, ବୌଦ, ମାଲକାନଗିରି,…
Read More...

ଅଷ୍ଟ୍ରେଲିଆ ଏବଂ ଆମେରିକାରୁ ଫେରାଇ ଅଣାଯାଇଥିବା ୧୦ଟି ପ୍ରାଚୀନ ପ୍ରତିମୂର୍ତ୍ତି ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର…

• ବିଗତ ୮ ବର୍ଷ ମଧ୍ୟରେ ସରକାର ୨୨୮ଟି ଐତିହ୍ୟ ସାମଗ୍ରୀ ଦେଶକୁ ଫେରାଇ ଆଣିଛନ୍ତି, ଅନ୍ୟପଟେ ସ୍ବାଧୀନତା ପରେ ୨୦୧୩ ପର୍ୟ୍ୟନ୍ତ ଭାରତକୁ ମାତ୍ର ୧୩ଟି ପ୍ରାଚୀନ ପ୍ରତିମୂର୍ତ୍ତି ଅଣାଯାଇଥିଲା : ଜି. କିଷନ ରେଡ୍ଡୀ• ବିଶ୍ବ ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସମ୍ପର୍କ ଏବଂ…
Read More...

ବ୍ୟାଙ୍କ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଟାଉନସିପ ଶାଖା ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ରଶ୍ମିରଂଜନ ପତିଙ୍କ ପଦୋନ୍ନତି ଦିଆଯାଇ କଟକକୁ ଓ ଅନ୍ୟତମ ଅଧିକାରୀ ମିତାଲି ମଧୁସ୍ମିତାଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟକୁ ବଦଳି କରାଯାଇଛି । ଏଥିପାଇଁ ଟାଉନସିପ ଶାଖାରେ ଉଭୟ…
Read More...

ଛତିଶଗଡ ରାଜ୍ୟର ସୁକମା, ଦାନ୍ତେୱାଡା ଓ ବିଜାପୁର ଜିଲ୍ଲାରେ ଆଭ୍ୟନ୍ତରୀଣ ଅଞ୍ଚଳରୁ ସିଆରପିଏଫରେ କନେଷ୍ଟବଳ ନିଯୁକ୍ତି…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଦକ୍ଷିଣ ଛତିଶଗଡର ତିନିଟିଜିଲ୍ଲା ଯଥା ବିଜାପୁର, ଦାନ୍ତେୱାଡା ଓ ସୁକମାରେ ୪୦୦ ସିଆରପିଏଫ କନଷ୍ଟେବଳ ନିଯୁକ୍ତି ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଦଶମରୁ ଅଷ୍ଟମ ଶ୍ରେଣୀ କରିବା ଏକ…
Read More...

ମେ’ ୨୦୨୨ରେ ୧, ୪୦, ୮୮୫ କୋଟି ଟଙ୍କା ମୋଟ ଜିଏସ୍‌ଟି ରାଜସ୍ୱ ଆଦାୟ; ଗତ ଏହି ସମୟ ତୁଳନାରେ ଶତକଡା ୪୪ଭାଗ ଅଧିକ

ଜିଏସ୍‌ଟି ପ୍ରବର୍ତ୍ତନ ହେବା ପରଠାରୁ ଚତୁର୍ଥ ଥର ପାଇଁ ଏହାର ଆଦାୟ ୧. ୪୦ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ମାର୍ଚ୍ଚ ୨୦୨୨ରୁ ଲଗାତାର ତୃତୀୟ ମାସ ନିମନ୍ତେ ନୂଆଦିଲ୍ଲୀ, (ପିଆଇବି) : ମେ’ ୨୦୨୨ରେ ମୋଟ ଜିଏସ୍‌ଟି ରାଜସ୍ୱ ଆଦାୟ ପରିମାଣ ୧, ୪୦, ୮୮୫ କୋଟି ଟଙ୍କା ହୋଇଛି । ସେଥିରୁ…
Read More...

ଗୁରୁବାରରୁ ପୁରୁଣାପାଣିରେ ଆଞ୍ଚଳିକ ଶୀତଳଷଷ୍ଠୀ ମହୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନରୁ ରବିବାର ଦିନ ପର୍ଯ୍ୟନ୍ତ ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ପୁରୁଣାପାଣି ଗାଁରେ ଦେଓଗାଁ ବ୍ଲକର ମକୁନ୍ଦପୁର, କୁଳୁତାପଡ଼ା, ଅର୍ଜୁନପୁର, ଘୁଡ଼ଖାପଲା, ଗୌଡ଼ଗୋଠ ଓ ବଡ଼ବାହାଲ ଏବଂ ପୁଇଁନ୍ତଲା ବ୍ଲକର ମହିମୁଣ୍ଡା ମୋଟ ୮ଟି ପଞ୍ଚାୟତକୁ ନେଇ…
Read More...

କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି : ସମବାୟ କ୍ରେତାଙ୍କ ପାଇଁ ବଢ଼ିବ ଜିଇଏମ ପୋର୍ଟାଲର ପରିସର

• ସମବାୟ କ୍ରେତାମାନଙ୍କୁ ସରକାରୀ ଇ-ମାର୍କେଟ ପ୍ଲେସ - ସ୍ବତନ୍ତ୍ର ଉଦ୍ଦେଶ୍ୟ ଯାନ (ଜିଇଏମ-ଏସପିଭି)ରେ ମିଳିବ କ୍ରୟ କରିବା ଲାଗି ଅନୁମତି• ଏହି ପଦକ୍ଷେପ ସମବାୟ ସଂସ୍ଥାଗୁଡ଼ିକୁ ଅଧିକ ପ୍ରତିଯୋଗିତାମୂଳକ କ୍ରୟ ମୂଲ୍ୟ ପାଇବାରେ ହେବ ସହାୟକ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ…
Read More...

କଂଗ୍ରେସ କହିଲା – ରାଜସ୍ଥାନରେ ବିଜେପି ପୂର୍ବରୁ ବିଫଳ ହୋଇଛି, ଏଥର ମଧ୍ୟ ବିଫଳ ହେବ

ଜୟପୁର : ରାଜସ୍ଥାନରୁ ରାଜ୍ୟସଭା ନିର୍ବାଚନରେ ​​ବିଜେପିକୁ ଦୋଷାରୋପ କରି କଂଗ୍ରେସ ବୁଧବାର କହିଛି ଯେ, ପୂର୍ବରୁ ଅଶୋକ ଗେହଲୋଟ୍ ସରକାରକୁ ହଟାଇବା ଷଡଯନ୍ତ୍ରରେ ବିଜେପି ପ୍ରଥମେ ବିଫଳ ହୋଇଥିଲା ଏବଂ ଏଥର ମଧ୍ୟ ସଂସଦର ଉଚ୍ଚ ସଦନ ନିର୍ବାଚନରେ ମଧ୍ୟ ​​ବିଫଳ ହେବ । କଂଗ୍ରେସର ମୁଖ୍ୟ…
Read More...