ଖଲିଆପାଲିରେ ବନ ବିଭାଗର ଚଢାଉ : ବାର୍ହା ମାଂସ ଜବତ ସହ ଜଣେ ଗିରଫ ହୋଇଥିବା ନେଇ ଡିଏଫ୍ଓଙ୍କ ସୂଚନା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ରେଂଜର ଖଲିଆପାଲି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ବାର୍ହା ମାଂସକୁ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଥିବା ନେଇ ବଲାଙ୍ଗିର ଡିଏଫ୍ଓ ନିତିଶ କୁମାର ଆଜି ସୂଚନା ଦେଇଛନ୍ତି । ତେବେ ଗିରଫ ହାଇଥିବା!-->…
Read More...
Read More...