Yearly Archives

2022

ସିରାବାହଲ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା : ସ୍ୱାମୀ ସ୍ତ୍ରୀ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିରାବାଲ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ସ୍ୱାମୀ ସ୍ତ୍ରୀ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ସ୍ୱାମୀ ସ୍ତ୍ରୀ ଦ୍ୱୟ ହେଲେ ହରେକୃଷ୍ଣ ନନ୍ଦ(୪୮) ଏବଂ ବନିତା…
Read More...

ନରୱେ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଆନନ୍ଦଙ୍କ ଦ୍ୱାରା ପରାଜିତ ହେଲେ ଲଗ୍ରେଭ

ନୂଆଦିଲ୍ଲୀ : ନରୱେ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଆନନ୍ଦଙ୍କ ଦ୍ୱାରା ପରାଜିତ ହେଲେ ଲଗ୍ରେଭ । ନରୱେର ଷ୍ଟାଭେଞ୍ଜରଠାରେ ଚାଲିଥିବା ନରୱେ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଭାରତର ବିଶ୍ୱନାଥନ ଆନନ୍ଦ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରଥମ ରାଉଣ୍ଡ୍‌ରେ ସେ ଫ୍ରାନ୍ସର ମାକ୍ସିମ ଲାଗ୍ରେଭଙ୍କୁ ପରାସ୍ତ…
Read More...

ଆସନ୍ତା ୨୦ରେ କୋଲକାତା ହାଇକୋର୍ଟରେ ଯୋଗଦେବେ ଜଷ୍ଟିସ୍‌ ସି.ଆର୍‌ ଦାଶ

କଟକ : ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚିତ୍ତ ରଞ୍ଜନ ଦାଶଙ୍କର କୋଲକାତା ହାଇକୋର୍ଟକୁ ବଦଳି ନେଇ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଉପରେ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ଗତକାଲି ମୋହର ମାରିଛି । ଆସନ୍ତା ୨୦ ତାରିଖରୁ ସେ କୋଲକାତା…
Read More...

ବଲାଙ୍ଗିର ଟ୍ରେନ ଷ୍ଟେସନ ଠାରେ ଟ୍ରେନରୁ ଖସି ପଡି ବୃଦ୍ଧ ଗୁରତୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟ୍ରେନ ଷ୍ଟେସନ ଠାରେ ଟ୍ରେନରୁ ଖସି ପଡି ଜଣେ ବୃଦ୍ଧ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବୃଦ୍ଧ ଜଣକ ହେଲେ ବାସୁଦେବ ସା(୬୬) ବୋଲି ଜଣାପଡିଛି । ସୂଚନା ଅନୁସାରେ ଟିଟିଲାଗଡରୁ ବାସୁଦେବ କୌଣସି ଏକ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

ଦାରିଙ୍ଗିବାଡି : ଦାରିଙ୍ଗିବାଡ଼ି ଥାନା ଅଧୀନ ସୁଲୁମା ଗ୍ରାମ ନିକଟ ଏକ ବୁଲାଣିରେ ଭାରସାମ୍ୟ ହରାଇ ଏକ ଗଛକୁ ବାଇକ ଧକା ଦେଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମଳିଳିଛି । ମୃତକମାନେ ସାଲେଜୁ ଗ୍ରାମର ଅମ୍ପ ପ୍ରଧାନ ଓ ସାଲୁ ପ୍ରଧାନ ବୋଲି ଜଣାପଡିଛି । ସୂଚନା…
Read More...

ଛତ୍ରପୁରର ଠାକୁରାଣୀଯାତ୍ରାରେ ସାଂସଦ, ବିଧାୟକଙ୍କ ଯୋଗଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଧିଷ୍ଠାତ୍ରୀ ମା' ରାମାୟାଣାମ୍ମା ଦେବୀଙ୍କ ଘଟଯାତ୍ରା ୨୩ ଦିନରେ ପହଞ୍ଚିଛି । ବୁଧବାର ସନ୍ଧ୍ୟାରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ଶକ୍ତିସ୍ୱରୂପିଣୀ ମାଆଙ୍କୁ ଦର୍ଶନ କରି…
Read More...

ମର୍ମନ୍ତୁଦ ଦୁର୍ଘଟଣା, ୩ ଗୁରୁତର

ଚଣ୍ଡିଖୋଲ : ୧୬ ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ଟ୍ରାଫିକ୍ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ଏକ କାର୍ କୋଲକାତାରୁ ପୁରୀ ଅଭିମୁଖେ ଆସୁଥିଲା । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ଟ୍ରାଫିକ୍ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଏକ ବସ୍‌କୁ ଧକ୍କା…
Read More...

ପଦ୍ମପୁର ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲରୁ ପଦ୍ମପୁର ରାସ୍ତା ଭୁଲିଅବନ୍ଧ ଛକ ନିକଟରେ ପୋଷ୍ଟର ଲଗାଇଲେ ମାଓବାଦୀ । ଏହି ପୋଷ୍ଟରରେ କିଛି ଦୋକାନୀଙ୍କୁ ତାଗିଦ୍ କରାଯାଇଛି । ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନେ ବେଶୀ ପରିମାଣର ରାସନ ସାମଗ୍ରୀ କିଣୁଛନ୍ତି…
Read More...

ମିର୍ଚା ୱେବ୍ ନ୍ୟୁଜ ଚ୍ୟାନେଲ୍‌ ଡିଜିଟାଲ ପ୍ଲାଟଫର୍ମ ଉଦ୍‌ଘାଟନ

-ମିର୍ଚା ୱେବ୍ ଚ୍ୟାନେଲ କୁ ବିଜୁଳି ବେଗ ସହ ତୁଳନା କରିଥିଲେ ବିଧାୟକ ସରୋଜ ମେହେର-ଘରକେ ସୁନ୍ଦର ବୁଢ଼ା ଟେ, କ୍ଷେତ କେ ସୁନ୍ଦର ମୁଡାଟେ, ବାସି ଭାତ୍ କେ ସୁନ୍ଦର ମିର୍ଚା ଟେପାଟଣାଗଡ଼, (ଗୋରେଖନାଥ ବରିହା ) : ପାଟଣାଗଡରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବରକାଗଜ 'ମିର୍ଚା'ର ୱେବ୍ ନ୍ୟୁଜ…
Read More...

ସିଏମଡି, ଓଏସ୍ଆରଟିସି ଟିମ୍‌ଙ୍କ ବଲାଙ୍ଗିର ସ୍ଥିତ ନୂତନ ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ପରିଦର୍ଶନ ନେଇ ଜିଲ୍ଳାପାଳଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଏମଡି, ଓଏସ୍ଆରଟିସିଙ୍କ ନେତୃତ୍ୱରେ ସିଏମଡି, ଓଏସ୍ଆରଟିସିର ଏକ ଟିମ୍‌ ବଲାଙ୍ଗିର ସ୍ଥିତ ନୂତନ ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ପରିଦର୍ଶନ ନେଇ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ନିମନ୍ତେ…
Read More...