pakka

ନରୱେ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଆନନ୍ଦଙ୍କ ଦ୍ୱାରା ପରାଜିତ ହେଲେ ଲଗ୍ରେଭ

bbehera

ନୂଆଦିଲ୍ଲୀ : ନରୱେ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଆନନ୍ଦଙ୍କ ଦ୍ୱାରା ପରାଜିତ ହେଲେ ଲଗ୍ରେଭ । ନରୱେର ଷ୍ଟାଭେଞ୍ଜରଠାରେ ଚାଲିଥିବା ନରୱେ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଭାରତର ବିଶ୍ୱନାଥନ ଆନନ୍ଦ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରଥମ ରାଉଣ୍ଡ୍‌ରେ ସେ ଫ୍ରାନ୍ସର ମାକ୍ସିମ ଲାଗ୍ରେଭଙ୍କୁ ପରାସ୍ତ କରିଥିଲେ । ଏହି ବିଜୟ ସହ ଆନନ୍ଦ ୩ ପଏଣ୍ଟ ହାସଲ କରିଛନ୍ତି । ଆମେରିକାର ୱେସଲି ସୋ ଅନ୍ୟ ଏକ ମୁକାବିଲାରେ ତେମୁର ରାଜାବୋଭଙ୍କୁ ହରାଇ ୩ ପଏଣ୍ଟ ଅର୍ଜନ କରିଛନ୍ତି । ବିଶ୍ୱ ଚାମ୍ପିଅନ୍‌ ମାଗନସ କାର୍ଲସେନ ପ୍ରଥମ ରାଉଣ୍ଡରେ ଚୀନ୍‌ର ୱାଙ୍ଗ ହାଦଙ୍କ ସହ ଡ୍ର’ ରଖିଥିଲେ ।

jay balangir
Leave A Reply

Your email address will not be published.

four × 4 =

error: Content is protected !!